Browsing Tag

#metro tv

ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରକୋପ। ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ । ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ। ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ…

ମାଓବାଦୀଙ୍କ ପାଇଁ ସତର୍କ ଘଣ୍ଟି, ସରେଣ୍ଡର ନକଲେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ-ଓଡ଼ିଶା ପୋଲିସ ଡିଜି

ସମୟ ସରିଆସୁଛି । ଡେଡ୍‌ଲାଇନ୍‌ ପୂରଣ ହେବାକୁ ଆଉ ମାତ୍ର ବାକି ଅଛି ୨ ଦିନ । ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି । ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରନିଆ । ଖବର ଅନୁଯାୟୀ, ରବିବାର ଦିନ ଓଡ଼ିଶା ପୋଲିସ…

ଆଜିର ରାଶିଫଳ

ମେଷ: ଶୁଭେଚ୍ଛୁ ବୋଲି ବିବେଚିତ ଲୋକମାନେ ଆପଣଙ୍କ ପଛ ପଛରେ ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କରିବେ । ବ୍ୟବସାୟିକ ଯାତ୍ରା ବର୍ତ୍ତମାନ ପାଇଁ ସ୍ଥଗିତ ରଖନ୍ତୁ । ପରିବାର ସଦସ୍ୟଙ୍କ ସମର୍ଥନ ଏବଂ ସମନ୍ୱୟ ସହିତ, କାମ ସହଜ ହେବ । ଆପଣଙ୍କ କାର୍ଯ୍ୟଗୁଡ଼ିକ ସୁଗମ ଭାବରେ ଆଗକୁ ବଢ଼ିବ । ସମୟ…

ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ

ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ ।  ଶ୍ରୀମନ୍ଦିର ରୀତିନୀତି ସହିତ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ।  ଏହା ହେଉଛି ଭାଇଚାରାର ପ୍ରତୀକ ।  ଗୋଟିଏ ସାହିରୁ ଅନ୍ୟ ଏକ ବନ୍ଧୁ ସାହିକୁ ସାହି ଯାତ ବାହାରିଥାଏ ।  ଏଣୁ…

ସରିଲା ଯୁକ୍ତ ୨ ପରୀକ୍ଷା, ଅନୁପସ୍ଥିତ ରହିଲେ ୫୦୩୧ ଜଣ ପରୀକ୍ଷାର୍ଥୀ

ସରିଲା ଯୁକ୍ତ ୨ ପରୀକ୍ଷା । ଅନୁପସ୍ଥିତ ରହିଲେ ୫୦୩୧ ଜଣ ପରୀକ୍ଷାର୍ଥୀ । ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରେ ଶେଷ ହୋଇଛି । ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିଲ୍ଲୀ ଗସ୍ତରେ ମୋହନ ମନମୋହନ | ରାଜ୍ୟରେ ବିଧାନସଭା ପରେ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଢିଲା ଚର୍ଚ୍ଚା | ଦୁଇ ମାସ ପରେ ଦୁଇ ବର୍ଷ ପୂର୍ତ୍ତି କରିବାକୁ ଯାଉଥିବା ମୋହନ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ | ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀପଦ ଖାଲି ପଡିଛି । ମନ୍ତ୍ରୀପଦ ପୂରଣ ପାଇଁ…

ଦୁଇ ଚକିଆ ବିଦ୍ୟୁତ୍‌ ଯାନ ଉପରେ ସବ୍‌ସିଡି ବଢାଇଲେ କେନ୍ଦ୍ର ସରକାର

ଦୁଇ ଚକିଆ ବିଦ୍ୟୁତ୍‌ ଯାନ ଉପରେ କେନ୍ଦ୍ର ସରକାର ସବ୍‌ସିଡି ପ୍ରଦାନ ଅବଧିକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାର ଅବଧି ଚଳିତମାସ ୩୧ ତାରିଖରେ ଶେଷ ହେଉଥିଲା। ଏଥିସହିତ ଇ-ରିକ୍ସା ଓ ଇ-କାର୍ଟରେ ସବ୍‌ସିଡି ପ୍ରଦାନ ଅବଧିକୁ ଆଉ ୨ ବର୍ଷ ଅର୍ଥାତ୍‌ ଆସନ୍ତା ୨୦୨୮…

ବେଙ୍ଗଲରୁ ହିଁ ବିଜେପି ଅନ୍ତର ଆରମ୍ଭ ହେବ ବୋଲି ଦାବି କରିଛନ୍ତି ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ରାଣୀଗଞ୍ଜରେ ଏକ ରାଲିକୁ ସମ୍ବୋଧିତ କରି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ସେ ବିଜେପି ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବିଜେପି ବେଆଇନ କୋଇଲା ଖଣିରୁ ଟଙ୍କା ନେଉଛି ଏବଂ ତୃଣମୂଳ…

ସୁଭଦ୍ରା ଯୋଜନା : ଏପ୍ରିଲ ୧ରୁ ଆରମ୍ଭ ହେବ ନୂତନ ପଞ୍ଜୀକରଣ ପ୍ରକ୍ରିୟା

ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ।  ଏପ୍ରିଲ ୧ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା । ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ…

ନେପାଳରେ ନୂତନ ସରକାର ବଡ଼ ଆକ୍ସନ,ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ…

ନେପାଳରେ ନୂତନ ସରକାର ଗଠନ ହେବା ପରେ ଲାଗିରହିଛି ରାଜନୈତିକ ଅସ୍ଥିରତା। ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବଡ଼ ଆକ୍ସନ ନେଇଛନ୍ତି ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକରଙ୍କୁ ଗିରଫ କରିଛି ପୋଲିସ।…