Browsing Tag

#metro tv

ଆଜି ହେଉଛି ଉତ୍କଳ ଦିବସ, ସ୍ବତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ

ଆଜି ହେଉଛି ଉତ୍କଳ ଦିବସ । ସ୍ବତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ । ୧୯୩୬ ମସିହା ଏପ୍ରିଲ ପହିଲାରେ ନବଗଠିତ ଓଡ଼ିଶା ହୋଇଥିଲା । ଏହି ନବଗଠିତ ଓଡ଼ିଶାର ବିନ୍ଧାଣୀ ମାନଙ୍କ ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ଭାଷା ଭିତ୍ତିରେ ରାଜ୍ୟ ଗଠନ…

ଆଜିର ରାଶିଫଳ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯଦିଓ ବହୁତ କାମ ରହିବ, କିନ୍ତୁ ଆପଣ କଠିନ ପରିଶ୍ରମ ଦ୍ୱାରା ସଫଳତା ପାଇବେ । ଥକାପଣ ଶକ୍ତିର ଅଭାବ ସୃଷ୍ଟି କରିବ । ଆପଣଙ୍କ କ୍ରୋଧ ଏବଂ ଆପଣଙ୍କ କଥାକୁ ନିୟନ୍ତ୍ରଣ…

ଆସନ୍ତାକାଲି ଠାରୁ ଆମେରିକାର ବଡ଼ ବଡ଼ ଟେକ୍ କମ୍ପାନୀ ଉପରେ ଆଟାକ୍ କରିବ ଇରାନ

ଆମେରିକା ଯେତେ ଆକ୍ରମଣ କରୁଛି,ସେତେ ହିଂସକ ହୋଇଉଠୁଛି ଇରାନ। ଆମେରିକା ସାମରିକ ବେସ୍ ଠାରୁ ଆରମ୍ଭ କରି ବିମାନ ଓ ଜାହାଜକୁ ଆକ୍ରମଣ କରୁଛି ଇରାନ। ଏବେ ପାଳି ଆମେରିକାର ବଡ଼ ବଡ଼ ଟେକ୍ କମ୍ପାନୀଙ୍କର। ଆସନ୍ତାକାଲି ଠାରୁଆପଲ ମାଇକ୍ରୋସଫ୍ଟ ଭଳି ୧୮ ଆମେରିକୀୟ କମ୍ପାନୀ ଉପରେ ଆଟାକ୍ କରିବାକୁ…

ଆଇଏଏସ୍ତରରେ ଅଦଳ ବଦଳ ,ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ

ମଙ୍ଗଳବାର ଆଇଏଏସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି। ଏହା ସହ OPTCLର CMD ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। CEO ଆର ସନ୍ଥ ଗୋପାଳନଙ୍କୁ OSBCL ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ…

ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା,୨୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ବିଜୁଳି, ଘଡଘଡି ସହ କାଳବୈଶାଖୀ ବର୍ଷା ପାଇଁ ୨୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୫ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । …

୨ ଏପ୍ରିଲରେ ରିଲିଜ ହେବ ରାମାୟଣରର ଟିଜର

ରଣବୀର କପୁର ଅଭିନୀତ ନୀତିଶ ତିୱାରି ନିର୍ଦ୍ଦେଶିତ ଫିଲ୍ମ ରାମାୟଣର ଟିଜର ୨ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମକୁ ଫ୍ୟାନ୍ସ ବହୁତ ଦିନରୁ ଅପେକ୍ଷା କରିଛନ୍ତି । ରିଲିଜ ପୂର୍ବରୁ ଟିଜରକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଗ୍ରୀନ ସିଗନାଲ ଦେଇଛି । ଟିଜର ରିଲିଜ ହେବା…

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇଟାଲୀ ଆମେରିକାକୁ ଏକ ବଡ଼ ଝଟକା ଦେଇଛି ,ଆମେରିକୀୟ ଯୁଦ୍ଧ ବିମାନ ଅବତରଣ ପାଇଁ ବରାଣ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇଟାଲୀ ଆମେରିକାକୁ ଏକ ବଡ଼ ଝଟକା ଦେଇଛି। ସ୍ଥାନୀୟ ଖବରକାଗଜ କୋରିଏର ଡେଲା ସେରା ଅନୁଯାୟୀ, ଇଟାଲୀ ସରକାର ସିସିଲିରେ ମଧ୍ୟପ୍ରାଚ୍ୟ ଯାଉଥିବା ଏକ ବିମାନକୁ ଅବତରଣ କରିବାରୁ ବାରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଇଟାଲୀ ସରକାର ଇରାନ ଯୁଦ୍ଧରୁ ନିଜକୁ ଦୂରେଇ…

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ବଡ଼ ଖବର,ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ବଡ଼ ଖବର ।  ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ।  ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ପାଇଁ ସ୍ଥଗିତ ରଖାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।  ଜାତୀୟ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ହେବ ଫ୍ଲୋରିଡା ବିମାନବନ୍ଦର

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା। ପୁଣି ଚର୍ଚ୍ଚାରେ ସେଇ ନାମ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମେ ନୋବେଲ ଦାବି ଓ ଆଉ ଏବେ ଯୁଦ୍ଧ। ସଙ୍କଟରେ ଫସି ରହିଛି ବିଶ୍ୱ। ହେଲେ ଟ୍ରମ୍ପ ପ୍ରଶାସନ ଟେନସନ ଫ୍ରି। ଟ୍ରମ୍ପ କିପରି ଲୋକପ୍ରିୟ ହେବେ, ସେ ଦିଗରେ ଲାଗିପଡ଼ିଛନ୍ତି।…

ମୁହଁରେ ଲାଳ ଥିବାବେଳେ ପାଣି ପିଇବା ଦ୍ବାରା ପେଟରେ ଥିବା ଜୀବାଣୁ ନଷ୍ଟ ହୋଇଥାଏ

ସୁସ୍ଥ ଶରୀର ବଜାୟ ରଖିବା ପାଇଁ ପାଣିର ଆବଶ୍ୟକତା ବହୁତ ରହିଛି । ସକାଳୁ ଖାଲି ପେଟରେ ପାଣି ପିଇବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ବୋଲି ବିବେଚନା କରାଯାଏ । ବାସି ଲାଳ ଉପରେ ସକାଳୁ ଖାଲି ପେଟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ମୁହଁରେ ଲାଳ ଥିବାବେଳେ ପାଣି ପିଇବା…