ଆସନ୍ତା ୭ ଏବଂ ୮ରେ ଦିଲ୍ଲୀ ଆସିବେ ବାଂଲାଦେଶର ନୂତନ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ
ବାଂଲାଦେଶରେ ଯେବେଠାରୁ ତାରିକ ରହମାନଙ୍କ ନେତୃତ୍ୱରେ ବିଏନପି ସରକାର ଗଠନ ହୋଇଛି, ଭାରତ ସହ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବାଂଲାଦେଶର ନୂତନ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ଆସନ୍ତା ୭ ଏବଂ ୮ ଏପ୍ରିଲ ୨୦୨୬ରେ ନିଜର ପ୍ରଥମ ସରକାରୀ ଭାରତ ଗସ୍ତରେ ନୂଆଦିଲ୍ଲୀ…