ଶ୍ରୀମନ୍ଦିରରେ ହେବ ଆଲୋକୀକରଣ ବ୍ୟବସ୍ଥା ,ଆସନ୍ତା ତିନି ରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ –…
ଶ୍ରୀମନ୍ଦିର ଗର୍ଭଗୃହ, ନାଟ ମଣ୍ଡପ, ଭୋଗମଣ୍ଡପ, ଜଗମୋହନ ସମେତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକର ସୁନ୍ଦର ଭାବେ କରାଯିବ ଆଲୋକୀକରଣ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି…