ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ଦେଖାଯାଉନି : ପାଣିପାଗ ବିଶେଷଜ୍ଞ
ରାତିରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇ ନାହିଁ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ଦେଖାଯାଉନି । ଏପଟେ କିନ୍ତୁ, ଦିନରେ ତାଉ ଦେଖାଇଲାଣି ଖରା । ଦିନ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି । ଏବେଠାରୁ ଛୁଇଁଲାଣି ୩୪ ଡିଗ୍ରୀ ସେଲସିୟସ୍ । ଖରା ଆହୁରି ବଢ଼ିବ…