Browsing Tag

#metro tv

ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ: ଏହା ଉପଭୋଗ ଏବଂ ବୃତ୍ତିଗତ ଉନ୍ନତିର ଦିନ ହେବ । ଜ୍ଞାନ ଏବଂ ବିଜ୍ଞାନ ବୃଦ୍ଧି ପାଇବ, ଏବଂ ଆପଣ ସମ୍ଭ୍ରାନ୍ତ ଲୋକଙ୍କ ସାଥ୍ ଉପଭୋଗ କରିବେ । କିଛି କାର୍ଯ୍ୟ ମଧ୍ୟ ସଫଳ ହେବ । ଆପଣ ଅନ୍ୟମାନଙ୍କ ସାହାଯ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପାଦନ କରିବେ । ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି କରୁଥିବା…

ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ

ଇସ୍ରାଏଲ୍ ଆମେରିକା ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସକ ଆନ୍ଦୋଳନ ତୀବ୍ର ହୋଇଛି। ପାକିସ୍ତାନ ସିଆ ବହୁଳ ଅଞ୍ଚଳଗୁଡ଼ିକରେ ହିଂସାତ୍ମକ ସଂଘର୍ଷ,ପୋଡ଼ାଜଳା ଆକ୍ରମଣ ଏବଂ ଆମେରିକା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସୋସିଆଲ୍ ମିଡିଆରେ…

ଇରାନର ଏୟାରଷ୍ଟ୍ରାଇକ୍ ରେ ପ୍ରାଣ ହରାଇଲଲେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ

ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଈଙ୍କ ମୃତ୍ୟୁ ପରେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ ମଧ୍ୟ ପ୍ରାଣ ହରାଇଛନ୍ତି। କୁହାଯାଉଛି ଏକ ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍ ରେ ତାଙ୍କୁ ହତ୍ୟା କରାଯାଇଛି। ଅହମଦିନେଜାଦ ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ ଇରାନର ରାଷ୍ଟ୍ରପତି ଥିଲେ।…

ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ ସୁପରଷ୍ଟାର ଥାଲାପତି ବିଜୟ

ତାମିଲ ସିନେମାର ସୁପରଷ୍ଟାର ଥାଲାପତି ବିଜୟ ବର୍ତ୍ତମାନ ବିବାଦରେ ଘେରି ରହିଛନ୍ତି। ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସବୁବେଳେ ଖବରର ଶିରୋନାମା ପାଲଟିଛି। ପ୍ରଥମେ, ତାଙ୍କ ଫିଲ୍ମ ଜନ ନାୟାଗନକୁ ନେଇ ବିବାଦ ଥିଲା, ଏବଂ ଏବେ ତାଙ୍କର ୨୭ ବର୍ଷ ପୁରୁଣା ବୈବାହିକ ଜୀବନ ଭାଙ୍ଗିବାକୁ…

ୟୁଜର୍ସଙ୍କ ସୁବିଧାକୁ ନଜରରେ ରଖି ଏହି ଟେଲିକମ୍ କମ୍ପାନୀ ଆଣିଲେ ଧମାକେଦାର ଅଫର

ଭାରତରେ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ୟୁଜର୍ସମାନେ ସିନେମା ହଲ୍ କିମ୍ବା ଟିଭି ଉପରେ ନିର୍ଭରଶୀଳ ନୁହଁନ୍ତି । ବିଭିନ୍ନ ଭାଷାରେ ଥିବା କଣ୍ଟେଣ୍ଟକୁ ଯେକୌଣସି ସମୟରେ ମୋବାଇଲ୍ ଫୋନ୍‌ରେ ଦେଖି ପାରୁଛନ୍ତି ୟୁଜର୍ସ । ତେଣୁ ୟୁଜର୍ସଙ୍କ…

ଦଳରୁ ବହିଷ୍କାର ପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

ଗତକାଲି ଦଳରୁ ବହିଷ୍କାର ପରେ ଆଜି ନିଜର ଅସନ୍ତୋଷ ଜାହିର କରିଛନ୍ତି ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ପ୍ରଭାତ ବିଶ୍ବାଳ କଡ଼ା ଟାର୍ଗେଟ୍ କରିଛନ୍ତି । ଏବଂ କହିଛନ୍ତି ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଁ ଲାଲ୍‌ ପିନ୍ଧୁଛି। ମୁଁ କ’ଣ…

ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍‌

ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯବାନ ଓ ତାଙ୍କର ଦୁଇ ପୁତୁରାକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା…

କ୍ରିପ୍ଟୋକରେନ୍ସି ମାର୍କେଟରେ ତ୍ରାହି ତ୍ରାହି, ଉଡ଼ିଗଲା ୧୨୮ ବିଲିୟନ

ଆମେରିକା ଓ ଇସ୍ରାଏଲ ଶନିବାର (୨୮ ଫେବୃଆରୀ) ଇରାନ ଉପରେ ଆକ୍ରମଣ କରିବା ପରେ କ୍ରିପ୍ଟୋକରେନ୍ସି ମାର୍କେଟରେ ତ୍ରାହି ତ୍ରାହି ଡାକ ପଡ଼ିଯାଇଛି। ମାର୍କେଟରେ ବଡ଼ ହ୍ରାସ ହୋଇଛି। ଯୁଦ୍ଧ ଘନେଇବା ପରେ ରିସ୍କ ଓ ସେନସିଟିଭ୍ ମାର୍କେଟ୍‌ରୁ ନିବେଶକ ପଛକୁ ହଟିଯାଇଛନ୍ତି। ନ୍ୟୁୟର୍କରେ ସକାଳ ୬ଟା…

ଇରାନରେ ବଡ଼ କ୍ଷମତା ପରିବର୍ତ୍ତନ: ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇଙ୍କ ନାମ ଘୋଷଣା

ପଶ୍ଚିମ ଏସିଆରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ, ଦେଶର ଶାସନ ଭାର ଏବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ହାତକୁ ଯାଇଛି। ତାଙ୍କୁ ଇରାନର ନୂଆ ସୁପ୍ରିମ୍ ଲିଡର ଭାବେ ଘୋଷଣା…

ଆମେରିକା ଏୟାରବେସ୍ ଉପରେ ଇରାନର ଶତାଧିକ ମିସାଇଲ୍ ମାଡ଼

ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ସାମରିକ ଏୟାରବେସ୍‌ଗୁଡ଼ିକ ଉପରେ ଇରାନ ପକ୍ଷରୁ ଶତାଧିକ ମିସାଇଲ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରାଯାଇଛି। ଏହି ବଡ଼ ଧରଣର ଆକ୍ରମଣ ପରେ ସାରା ବିଶ୍ୱରେ…