ବବଲ୍ ଗାର୍ଲ’ ଲୁକ୍ରେ ନଜର ଆସିଲେ ଉର୍ଫି ଜାଭେଦ,ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ଏହି ଲୁକ୍
ଉର୍ଫି ଜାଭେଦ ପୁଣିଥରେ ନିଜ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ସବୁବେଳେ ଭିନ୍ନ ଧରଣର ପୋଷାକ ଓ ସୃଜନଶୀଳ ଧାରଣା ପାଇଁ ପରିଚିତ ଉର୍ଫି ଏଥର ‘ବବଲ୍ ଗାର୍ଲ’ ଲୁକ୍ରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।…