Browsing Tag

#metro tv

ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କଲା Vivo,ଜାଣନ୍ତୁ ଫିଚର୍ସ

Vivo ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହା ୭୨୦୦mAh ବ୍ୟାଟେରୀ ଏବଂ ୱାଟର ରେସିଷ୍ଟାନ୍ସ ଫିଚର୍ସ ସହିତ ଆସିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଭଲ କ୍ୟାମେରା ଫିଚର୍ସ ସହିତ ଲଞ୍ଚ ହୋଇଛି । ଏହି ଫୋନ୍ ବିଶେଷ ଭାବରେ କମ୍ ମୂଲ୍ୟରେ ପାଣି ତଳେ ମଧ୍ୟ…

କଙ୍ଗୋରେ ଇବୋଲାର ନୂତନ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ର ମାମଲା : ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ରୁ ୫୦ ପ୍ରତିଶତଙ୍କ…

ଇବୋଲା ପ୍ରକୋପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଏକ ବଡ଼ ଏବଂ ଭୟଙ୍କର ଚେତାବନୀ ଜାରି କରିଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର ନୂତନ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ର ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ, ଏଠାରେ ୯୦୬ ରୁ ଅଧିକ ସନ୍ଦିଗ୍ଧ…

୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦିଲ୍ଲୀ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ସୈଦୁଲାଜବ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ରାତିରୁ ଉଦ୍ଧାରକାରୀ ଦଳ ନିରନ୍ତର ଭାବେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…

ମୋହନ ସରକାରଙ୍କ କାମର ମୂଲ୍ୟାୟନ କରିବେ ପ୍ରଧାନମନ୍ତ୍ରୀ

 ରାଜ୍ୟ ସରକାରଙ୍କ କାମର ମୂଲ୍ୟାୟନ କରିବେ ପ୍ରଧାନମନ୍ତ୍ରୀ | ଦୁଇ ବର୍ଷର ସରକାରଙ୍କ ଉପଲବ୍ଧିର ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ | ୨୦୨୪ ଜୁନ ୧୨ ତାରିଖରେ ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ବିଜେପି ସରକାର କରିବା ପରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଆସିଛନ୍ତି | ଲୋକଙ୍କ ସରକାର କହି…

ଓଡ଼ିଶାରେ ବେଲ ପଣା କେବଳ ପାନୀୟ ନୁହେଁ, ଏହା ଭାରତର ବିଭିନ୍ନ ଅଞ୍ଚଳର ପରମ୍ପରାର ଏକ ଅଂଶ – ପ୍ରଧାନମନ୍ତ୍ରୀ…

୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା କଥା । ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିଭିନ୍ନ ସ୍ଥାନର ପାନୀୟକୁ ନେଇ ଆଲୋଚନା କଲେ…

ଅଭିଷେକଙ୍କ ପରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ,ଲିସ ଷ୍ଟେସନ ସାମ୍ନାରେ କଲ୍ୟାଣ ବାନାର୍ଜୀଙ୍କ ଉପରେ…

ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି । ଟିଏମସି ସାଂସଦ କହିଛନ୍ତି, ବିଜେପି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କ…

ପ୍ୟାରିସ୍ ସେଣ୍ଟ-ଜର୍ମେନ୍ ର ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ମ୍ୟାଚ୍‌ ପରେ ସହରରେ ହିଂସା,୫୦ ଜଣଙ୍କୁ ହେପାଜତକୁ ନେଇଛି…

ପ୍ୟାରିସ୍ ସେଣ୍ଟ-ଜର୍ମେନ୍ (PSG)ର ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ମ୍ୟାଚ୍‌ ପରେ ସହରରେ ହିଂସା। ଶନିବାର ରାତିରେ ପ୍ୟାରିସରେ କିଛି ବିଶୃଙ୍ଖଳାକାରୀଙ୍କ ବ୍ୟାପକ ଭଙ୍ଗାରୁଜା, ଢେଲାପଥର ମାଡ଼ କରିଛନ୍ତି।  ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ୟାରିସ୍ ପୋଲିସ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି।…

ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ,ମୁଖ୍ୟ ଲକ୍ଷ୍ୟ ‘JAI’ ଭିଜନ୍

ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ । ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇେଛନ୍ତି । ଗତକାଲି ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜେନେରାଲ୍ ରାଜା ସୁବ୍ରମଣୀ ଦାୟିତ୍ୱ ନେଇଛନ୍ତି । ଗତ ୯ ତାରିଖରେ…

ଆଜି ଦେଖାଯିବ “ବ୍ଲୁ ମୁନ୍”

୩୧ ମେ ୨୦୨୬ରେ ଅତ୍ୟନ୍ତ ବିଶେଷ ଏବଂ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଯାହାକୁ "ବ୍ଲୁ ମୁନ୍" ଭାବରେ ଜଣାଯାଏ । ଯଦି ଆପଣ ଏହି ଅନନ୍ୟ ଘଟଣା ଦେଖିବାକୁ ଉତ୍ସାହିତ ଅଛନ୍ତି , ତେବେ ଏହା ସହିତ ଜଡିତ ସମସ୍ତ ବିବରଣୀ ଏଠାରେ ପଢିବାକୁ ନିଶ୍ଚିତ କରନ୍ତୁ। ବ୍ଲୁ ମୁନ୍ କ'ଣ ? ଲୋକମାନେ…

ଉତ୍ତରାଖଣ୍ଡରେ ପାଗରେ ପରିବର୍ତ୍ତନ,ତିନି ତୀର୍ଥଯାତ୍ରୀ ମୃତ,ସ୍ଥଗିତ ରହିଲା ତୀର୍ଥଯାତ୍ରା

ରବିବାର ଉତ୍ତରାଖଣ୍ଡରେ ପାଗରେ ପରିବର୍ତ୍ତନ ହୋଇଛି । ହଠାତ୍ ସେଠାରେ ଦେଖାଯାଇଥିବା ପାଗ ପରିସ୍ଥିତି ପର୍ବତଠାରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ସବୁକିଛି ଥରାଇ ଦେଇଥିଲା। କେଦାରନାଥ ଧାମରେ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତିନି ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏବେ ତୀର୍ଥଯାତ୍ରା…