ଇରାନର ସାମରିକ ଭିତ୍ତିଭୂମିକୁ ବୋମା ମାଡ଼ କରି ଉଡ଼ାଇ ଦେଇଛି ଆମେରିକୀୟ ସେନା
ଇରାନ ଉପରେ ପୁଣି ଭୟଙ୍କର ଆକ୍ରମଣ କଲା ଆମେରିକା । ଇରାନର ସାମରିକ ଭିତ୍ତିଭୂମିକୁ ବୋମା ମାଡ଼ କରି ଉଡ଼ାଇ ଦେଇଛି ଆମେରିକୀୟ ସେନା । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି ।…