Browsing Tag

#metro tv

ଆଜିର ରାଶିଫଳ

ମେଷ: ଆପଣ ପୁରୁଣା ବନ୍ଧୁମାନଙ୍କୁ ଭେଟିପାରନ୍ତି, ଯାହା ଲାଭଦାୟକ ହେବ । ପାରିବାରିକ ପରିବେଶ ଭଲ ରହିବ, ଏବଂ ଆପଣ ପରିବାର ସହିତ ସମୟ ବିତାଇ ଉପଭୋଗ କରିବେ । ତଥାପି, ଆପଣଙ୍କ ପିଲାମାନଙ୍କ ବିଷୟରେ ଚିନ୍ତା ରହିବ । ବୃଷ: ଆପଣ ପୁରୁଣା ବନ୍ଧୁମାନଙ୍କୁ ଭେଟିପାରନ୍ତି, ଯାହା ଲାଭଦାୟକ ହେବ ।…

ପ୍ରଥମ ରଜରେ ବିଶ୍ଵ ଓଡ଼ିଆ ପରିବାର,ଦୋଳିରେ ଝୁଲିଲେ ବାଚସ୍ପତି

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ,ରାଜ୍ୟ ସଂଗ୍ରହାଳୟ ଠାରେ ଏକ,ଭବ୍ୟ ଦିବ୍ୟ ରଜ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ,ଏହି କାର୍ଯକ୍ରମ ରେ ଉଦ୍ଘାଟକ ଓଡ଼ିଶା ବିଧାନ ସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ ଥିବା ବେଳେ,ପ୍ରକୃତି ଓ ସଂସ୍କୃତି ସମନ୍ନୟ ର ପର୍ବ ରଜ ,ସମ୍ପର୍କରେ…

ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ,ଦୁଇ ପାଇଲଟ୍ ମୃତ

ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ବେଳେ…

ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ ଶାନ୍ତି ଚୁକ୍ତି ସ୍ବାକ୍ଷରିତ , କ’ଣ ଏହି ୧୪ …

ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ରାଜି ହୋଇଛନ୍ତି । ଫଳରେ ହର୍ମୋଜ୍ ଷ୍ଟ୍ରେଟ୍ ରାସ୍ତା ଖୋଲିଛି । ପରସ୍ପର ନିଜର ନୌସେନାକୁ ଅପସାରଣ କରିଛନ୍ତି । ତେବେ ଆମେରିକା ଏବଂ ଇରାନ ମଧ୍ୟରେ୧୪ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ…

ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ଘୋଷଣା ପରେ, କମିଛି ଅଶୋଦ୍ଧିତ ତୈଳ ଦର

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଛି । ଶାନ୍ତି ଚୁକ୍ତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି । ଫଳରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିଛି । ଯାହାର ପ୍ରଭାବ ଅଶୋଦ୍ଧିତ ତୈଳ ଦର ଉପରେ ପଡିଛି । ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ଘୋଷଣା ପରେ ଦାମ୍ ଖସି ଯାଇଛି ।…

ଫିଫା ବିଶ୍ବକପ୍‌: ଆଇଭରି କୋଷ୍ଟ ୧-୦ରେ ଇ‌କ୍ବେଡର୍‌କୁ ମାତ୍‌ ଦେଇଛି

ଆଇଭରି କୋଷ୍ଟ୍‌ର ଫିଫା ବିଶ୍ବକପ୍‌ ପ୍ରତ୍ୟାବର୍ତ୍ତନ ବିଜୟରୁ ଆରମ୍ଭ ହୋଇଛି। ଫିଲାଡେଲ୍‌ଫିଆ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସୋମବାର ଗ୍ରୁପ୍‌-ଇ’ର ଏକ ମୁକାବିଲାରେ ନାଟକୀୟ ଭାବେ ୯୦ତମ ମିନିଟ୍‌ରେ ବଦଳ ଖେଳାଳି ଅମାଦ ଦିଆଲୋଙ୍କ ଗୋଲ୍‌ରେ ଆଇଭରି କୋଷ୍ଟ ୧-୦ରେ ଇ‌କ୍ବେଡର୍‌କୁ ମାତ୍‌…

ଜୁନ୍ ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଅବଧି ବଢ଼ିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ତେବେ ଏହାରି ଭିତରେ ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ବଡ଼ ଖବର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ…

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ…

ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ରଜ ଦୋଳିରେ ଝୁମୁଛି ଓଡ଼ିଶା! । ପାରମ୍ପରିକ ଏବଂ ଅତି ପ୍ରିୟ ଗଣପର୍ବ ‘ରଜ’ ଏବେ ସାରା ରାଜ୍ୟରେ ବେଶ୍ ଜାକଜମକରେ ପାଳିତ ହେଉଛି । ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ…

ଆଜିର ରାଶିଫଳ

ମେଷ: ଆଜି ଦିନଟି ଭଲ ରହିବ । କଠିନ ପରିଶ୍ରମ ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପକୁ ବିସ୍ତାର କରିବ ଏବଂ ଆର୍ଥିକ ଲାଭ ଆଣିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ, ଏବଂ ଆପଣଙ୍କ ନିଜସ୍ୱ ପରିଶ୍ରମ ସଫଳତା ଆଣିଦେବ । ଆପଣଙ୍କୁ ଆପଣଙ୍କ…