Browsing Tag

#india

୨୦୩୬ ସୁଦ୍ଧା ଦେଶର ମୋଟ ଉପଭୋକ୍ତା ଖର୍ଚ୍ଚର ୯୩ ପ୍ରତିଶତ ମଧ୍ୟବିତ୍ତ ଓ ଆଶାୟୀ ଶ୍ରେଣୀର ଉପଭୋକ୍ତାଙ୍କଠାରୁ…

ଆସନ୍ତା ଦଶନ୍ଧିରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଚାଳକ ଭାବେ ମଧ୍ୟବିତ୍ତ ଶ୍ରେଣୀ ଉଭା ହେବେ। ୨୦୩୬ ସୁଦ୍ଧା ଦେଶର ମୋଟ ଉପଭୋକ୍ତା ଖର୍ଚ୍ଚର ୯୩ ପ୍ରତିଶତ ମଧ୍ୟବିତ୍ତ ଓ ଆଶାୟୀ ଶ୍ରେଣୀର ଉପଭୋକ୍ତାଙ୍କଠାରୁ ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।…

ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ , ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି

ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।  ଏହାର କେନ୍ଦ୍ରସ୍ଥଳ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିମି ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିମି ଦୂରରେ ରହିଛି। ଏହି ଲଘୁଚାପ ଆଗାମୀ ୨୪…

ମୁଁ ନେତନ୍ୟାହୁଙ୍କ ବସ୍ -ଟ୍ରମ୍ପ୍

ଇରାନ ସହ ଶାନ୍ତି ଆଲୋଚନା ପାଇଁ ଆମେରିକା ପ୍ରସ୍ତୁତ ହେଉଛି । ଉତ୍ତେଜନା କମୁଛି । ଏହାରି ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଦୂରତା ବଢିବାରେ ଲାଗିଲାଣି । ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଇସ୍ରାଏଲ ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଯାହା ସମ୍ପର୍କକୁ ଆହୁରି ଖରାପ…

ଶେଷରେ ପାଲି ହିଲ୍ ବାସଭବନରେ ତୃତୀୟ ଥର ପାଇଁ ସାତଫେରା ନେଲେ ଅମୀର ଖାନ ଏବଂ ଗୌରୀ,

ଶେଷରେ ଅମୀର ଖାନ ଏବଂ ଗୌରୀ ସ୍ପ୍ରେଟ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଦମ୍ପତି ଜୁଲାଇ ୫ ତାରିଖରେ ଅଭିନେତାଙ୍କ ପାଲି ହିଲ୍ ବାସଭବନରେ ସାତଫେରା ନେଇଛନ୍ତି। ଅମୀର ଏବଂ ଗୌରୀ ଗ୍ରାଣ୍ଡ ୱିଡିଂ ନୁହେଁ ଘରେ ରେଜିଷ୍ଟ୍ରେସନ ମ୍ୟାରେଜ କରିଛନ୍ତି । ବିବାହ ପାଇଁ ପ୍ରସ୍ତୁତି ବହୁତ ଦିନ…

ମହାରାଷ୍ଟ୍ରରେ ଲଗାଣ ବର୍ଷା , ମୁମ୍ବାଇର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି

ମହାରାଷ୍ଟ୍ରରେ ଗତ କିଛି ଦିନ ହେଲା ଜାରି ରହିଥିବା ବର୍ଷା ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ବସାଇ-ବିରାର୍, ମୁମ୍ବାଇ ଏବଂ ନଭି ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଯୋଗୁଁ ରାସ୍ତାଘାଟ ନଦୀର ରୂପ ଧାରଣ କରିଛି। ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି…

୫୦୦ରୁ ଅଧିକ ଜାଗାରେ ଚାକିରି ପାଇଁ ଆବେଦନ କରି ବିଫଳ ହେବ ପରେ ରାପିଡୋ ଚଲାଉଛନ୍ତି ଯୁବ ଇଞ୍ଜିନିୟର

ବେକାରୀ ସମସ୍ୟାର ଏକ କରୁଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟ୍ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ୫୦୦ରୁ ଅଧିକ ଜାଗାରେ ଚାକିରି ପାଇଁ ଆବେଦନ କରି ବିଫଳ ହୋଇଛନ୍ତି । ଆଉ ଶେଷରେ ପେଟ ପୋଷିବା ପାଇଁ 'ରାପିଡୋ' (Rapido) ବାଇକ୍ ରାଇଡର୍…

ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍ : ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ । ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଦଳର । ଭାରତକୁ ଘରୋଇ ଇଂଲଣ୍ଡ ଟିମ୍ ୪ ଓ୍ବିକେଟରେ ପରାସ୍ତ କରିଛି । ମ୍ୟାଚ୍ ରେ ଇଂଲଣ୍ଡ ପକ୍ଷରୁ ଜାକବ ବେଥେଲ ସର୍ବାଧିକ ୭୬ ରନ୍ କରି ଅପରାଜିତ ଥିଲେ ।…

ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ,ଘଟଣାସ୍ଥଳରେ ପହଚିଞ୍ଚି ଲକ୍ଷ୍ମୀସାଗର ଥାନା ପୋଲିସ

ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନାଲର ଉପରମୁଣ୍ଡରୁ ମୃତଦେହଟି ଭାସି ଆସି ଏଠାରେ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କେନାଲରୁ ବାହାର କରିବାକୁ ପ୍ରୟାସ ଚଳାଇଛି । ଅଗ୍ନିଶମ ବିଭାଗର…

ଆଜି OTET ପରୀକ୍ଷା , ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଚାଲିଛି ପରୀକ୍ଷା

ଆଜି OTET ପରୀକ୍ଷା ।  ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଚାଲିଛି ପରୀକ୍ଷା । ସକାଳ ୯ଟାରୁ ୧୧ଟା ୩୦ ଯାଏ ପ୍ରଥମ ସିଟିଂ । ୨ଟାରୁ ୪ଟା ୩୦ ଯାଏ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ୯୭ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୧୧ ଟି ପରୀକ୍ଷା କେନ୍ଦ୍ର କରିଛି…

ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ

ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅଣସର ଘରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିକିତ୍ସା ଚାଲିଛି । ଗତକାଲି ଫୁଲୁରୀ ତେଲ ଲାଗିପରେ ଆଜିଠୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବାର ବିଧି ରହିଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ…