ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଚଳଚ୍ଚିତ୍ର ‘ପଶାପାଲି’,ମୁଖ୍ୟ ଭୂମିକାରେ ନଜର ଆସିବେ ଚର୍ଚ୍ଚିତ ନେତ୍ରୀ ତଥା…
ଓଡ଼ିଆ ସିନେମା ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ପଶାପାଲି’। ଆକ୍ସନ୍, ରୋମାନ୍ସ, ଆଉ ଥ୍ରୀଲରର ପାରମ୍ପରିକ ପରିସରରୁ ଅଲଗା ଏହି ଚଳଚ୍ଚିତ୍ରରେ ରହିଛି ରାଜନୈତିକ କୂଟନୀତି, କ୍ଷମତା ଆଉ କିଛି ଅକୁହା କାହାଣୀ। ମଙ୍ଗଳବାର ଭୁବନେଶ୍ୱର ପ୍ରେସ୍ କ୍ଲବରେ…