ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି, ମୋଟ ୧୭ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି । ଖୋଲିଲା ଜଳଭଣ୍ଡାରର ଆଉ ୨ଟି ଗେଟ୍ । ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ଥରେ ଅତ୍ୟଧିକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି…