Browsing Tag

#india

ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ସନ ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି

ନୂଆଦିଲ୍ଲୀ:ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ପରାସ୍ତ କଲା ସନ ରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦର ୧୯୮ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ ୬ ୱିକେଟରେ ୧୮୮ ରନ କରିବାକୁ ସକ୍ଷମ ହୋଇଛି। https://twitter.com/IPL/status/1652374352342691841?s=20 ଦ୍ବିତୀୟ…

ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି  । ସୁପ୍ରିମକୋର୍ଟଙ୍କ ଛାଟ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ପୁରୀ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଜଣେ ଅଫିସରଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ…

ମେ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ମେ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହୋଇନି। ଯଦି ବାତ୍ୟା…

ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲଦଣ୍ଡ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର  ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲ ଦଣ୍ଡ।  ଗାଜିପୁରର  କୋର୍ଟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନଭେମ୍ବର ୨୯, ୨୦୦୫ରେ ପୂର୍ବାଚଲରେ  ଏହି ହତ୍ୟା ଗାଜୀପୁରର ମହମ୍ମଦାବାଦରୁ…

କୁସ୍ତି ଫେଡେରେସନ୍‌ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଲେ ଦୋଷୀଭାବେ ଇସ୍ତଫା ଦେବି ନାହିଁ

ନୂଆଦିଲ୍ଲୀ: କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ସାଂସଦ ବ୍ରଜଭୂଷଣ । ସେ କହିଛନ୍ତି ଯଦି ସେ କାହାକୁ ଯୈାନ ନିର୍ଯାତନା ଦେଇଛନ୍ତି ବା ଖରାପ ବ୍ୟବହାର ଦେଖାଇଛନ୍ତି ତେବେ କାହିଁକି ମାମଲା କରାଯାଇନାହିଁ । କୋଉ ପୋଲିସ ଷ୍ଟେସନରେ କିଏ ତାଙ୍କ ନାମରେ କାହିଁକି…

ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ

ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ବିଜେପି ସଭାପତି ମନମୋହନ ସାମଲ ଜଣାଇଛନ୍ତି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  କହିଛନ୍ତି, ସାଂସଦ ବ୍ରଜରାଜଙ୍କ…

ଓଡିଶା ବିରୋଧୀ ମନୋଭାବ ଯୋଗୁଁ ଲଗାତାର ହାରୁଛି ବିଜେପି: ବିଜେଡି

ଭୁବନେଶ୍ୱର : ୨୦୧୮ରେ ମହାନଦୀ ପ୍ରସଙ୍ଗ ଦେଖିବାକୁ ମିଳିଥିଲା। ଛତିଶଗଡ଼ର ବିଜେପି ସରକାର ମହାନଦୀ ଉପରେ ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରୁଥିଲେ। ୨୦୧୮ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଜଣେ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ସେତେବେଳେ ଓଡ଼ିଶା ସପକ୍ଷରେ ତଥା ଛତିଶଗଡ଼ରେ…

ଉଡାନ୍ ଯୋଜନାର ୬ ବର୍ଷର ଉପଲବ୍ଧି: ୭୪ କାର୍ଯ୍ୟକ୍ଷମ ଏୟାରପୋର୍ଟ

ଆଞ୍ଚଳିକ ସଂଯୋଗୀକରଣ ଯୋଜନା ବା ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆର୍‌ସିଏସ୍‌) ଉଡାନ୍ ଯୋଗେ ୬ ବର୍ଷ ପୂର୍ବେ ଶିମଲାକୁ ଦିଲ୍ଲୀ ସହ ସଂଯୋଗ କରି ବିମାନ ଉଡ଼ାଣ କରିଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରାଯାଇଛି ।  ୪୭୩ ରୁଟ୍ ଏବଂ ୭୪ କାର୍ଯ୍ୟକ୍ଷମ…

ପଞ୍ଜାବ କିଙ୍ଗ୍ସକୁ ୫୬ ରନ୍‌ରେ ହରାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଶୁକ୍ରବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପଞ୍ଜାବ କିଙ୍ଗ୍ସକୁ ୫୬ ରନ୍‌ରେ ହରାଇଛି।ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା। ବିଜୟ…

୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ- ହାଓଡା ମଧ୍ୟରେ ଚଳାଚଳ କରିବା ପାଇଁ ଘୋଷଣା ହୋଇଛି । ତେବେ  ରାଜ୍ୟରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ…