Browsing Tag

#india

ପାଲଘର ସାଧୁ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ହତ୍ୟା ଘଟଣାର  ତଦନ୍ତ  ସିବିଆଇ କରିବ ।  ୨୦୨୦ ମସିହାରେ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବିରେ ଦୁଇଟି ଆବେଦନ ବିଚାରାଧୀନ ଥିଲା। ତେବେ ଉଦ୍ଧବ ଠାକରେ ସରକାର ଏହାକୁ ବିରୋଧ କରିଥିଲେ। ବର୍ତ୍ତମାନ ନୂତନ…

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର:ଉତ୍କଳ ଗୌରବ ମଧୁସୂଦନ ଦାସ

ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ ଙ୍କ ଜନ୍ମଦିନରେ ବିଭିନ୍ନ ସ୍ଥାନରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ ଦଳ ପକ୍ଷରୁ ଏବଂ ସଂଗଠନ ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର…

ଜିୟା ଖାନ ଆତ୍ମହତ୍ୟା ମାମଲା ,ପ୍ରମାଣ ଅଭାବରୁ ସୁରଜଙ୍କୁ ଦୋଷମୁକ୍ତ କଲେ ସିବିଆଇ ସ୍ପେଶାଲ କୋର୍ଟ

ମୁମ୍ବାଇ : ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲାରେ ପ୍ରମାଣ ଅଭାବରୁ ଅଭିନେତା ସୁରଜଙ୍କୁ କୋର୍ଟ ଦଣ୍ଡ ଦେଇପାରିନାହାଁନ୍ତି । ଏନେଇ ଜିଆଙ୍କ ମାଆ କହିଛନ୍ତି ସିବିଆଇ ତାଙ୍କ ଝିଅର ହତ୍ୟା ପ୍ରମାଣ ଦେଇପାରିନଥିଲା । ସିବିଆଇ ତଦନ୍ତରେ ଅବହେଳା ପାଇଁ ତାଙ୍କ ଝିଅଙ୍କୁ ନ୍ୟାୟ…

ଝାରସୁଗୁଡ଼ା କୋଲାଵିରା ଵ୍ଲକରେ ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ନିର୍ବାଚନ ସଭା

ଝାରସୁଗୁଡା :ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାରରେ ଲାଗିପଡିଛନ୍ତି । ଘର ଘର ବୁଲି ପ୍ରଚାର କରିବା ସହ ସଭା କରି ପ୍ରତିଶ୍ରୁତି ଦେଉଛନ୍ତି । ବିଭିନ୍ନ ଦଳ ପକ୍ଷରୁ ଝାରସୁଗୁଡାରେ ଜୋରଦାର ଚାଲିଛି ଉପନିର୍ବାଚନ ପାଇଁ ପ୍ରଚାର । ଝାରସୁଗୁଡ଼ା…

ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ

ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ।  ସକାଳ ୬ଟା ୧୦ରେ ହାୱଡ଼ା ଛାଡ଼ିଲା। ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହଣି, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖା ରହି ପୁରୀ ଯିବ। ୧୨ଟା ୩୫ରେ ପୁରୀରେ ପହଞ୍ଚି ୧ଟା ୫୦ରେ ପୁରୀ ଛାଡ଼ିବ। ରାତି ୮ଟା…

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି । ପ୍ରତିନିଧି ସ୍ତରୀୟ ଆଲୋଚନାର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ  ସୁଭାଷ ସରକାର ଉଦଘାଟନୀ ବକ୍ତବ୍ୟ ରଖିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ…

ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା…

ହଜି ଯାଉଥିବା ଝିଅଙ୍କ କାହାଣୀ: ଦି କେରଳ ଷ୍ଟୋରି

ସରଳ ହିନ୍ଦୁ ଝିଅମାନଙ୍କୁ ଅପହରଣ କରାଯାଇ ତାଙ୍କ ବ୍ରେନ ଓ୍ବାସ କରାଯାଇ କିପରି ଆତଙ୍କବାଦୀ କାର୍ଯ୍ୟରେ ଲଗାଯାଉଛି ତାହା ହେଉଛି କେରଳ ଷ୍ଟୋରି । କେରଳରେ ଶହ ଶହ ହିନ୍ଦୁ ଝିଅଙ୍କୁ ପ୍ରତିଦିନ ଅପହରଣ କରାଯାଉଛି । ସେମାନଙ୍କ ଧର୍ମ ପରିବର୍ତନ କରାଯାଉଛି । ତାପରେ ତାଙ୍କ ବ୍ରେନ ଓ୍ବାସ କରାଯାଇ…

ରାମନବମୀ ହିଂସାର ଯାଞ୍ଚ କରିବ ଏନଆଇଏ

କୋଲକାତା: ପଶ୍ଚିମବଂଗରେ ଗତ ନିର୍ବାଚନଠାରୁ ହିଂସା ଥମିବାର ନା ଧରୁନାହିଁ  । ତେବେ   ରାମନବମୀ ଦିନ ହୋଇଥିବା ହିଂସାର ଯାଞ୍ଚ ପାଇଁ ହାଇକୋର୍ଟ  ଏନଆଇଏ କୁ ନିର୍ଦେଶ ଦେଇଛନ୍ତି  । ପଶ୍ଚିମବଙ୍ଗ  ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର…

ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି: ବିଜେଡି

ଭୁବନେଶ୍ୱର:  ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି ବୋଲି ବିଜେଡି କହିଛି । । ପ୍ରେସମିଟରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ଜବାବ ଦେବା ସହ ବିଜେପିରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ…