Browsing Tag

#india

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ଭଲ ରହିବ । ବୃତ୍ତିଗତ କ୍ଷେତ୍ରରେ ସଫଳତା ମିଳିବା ସହ ନୂଆ ଉତ୍ସାହ ଆସିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିପାରେ, କିନ୍ତୁ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହୋଇପାରେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ…

ଗୋଲମରିଚ ପାଣି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବରଦାନ , ଜାଣନ୍ତୁ ବ୍ୟବହାର

ସମସ୍ତ ଲୋକେମାନେ ଚାହିଁଥାନ୍ତି ଯେ ସେ କିପରି ସୁସ୍ଥ ରହିବେ । ସୁସ୍ଥ ରହିବାକୁ ମଣିଷ ବହୁତ କିଛି କାର୍ଯ୍ୟ କରିଥାଏ । ଅସମ୍ଭବ ଜିନିଷକୁ ମଧ୍ୟ ସମ୍ଭବ କରାଇଥାଏ । ସ୍ୱାସ୍ଥ୍ୟ ଭଲ ରହିଲେ ସବୁ କାର୍ଯ୍ୟ ଠିକଠାକରେ ହୋଇଥାଏ ନଚେତ୍ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଆଜିକାଲି ସମୟରେ…

କାନାଡ଼ାରେ ଭାରତୀୟ ବଂଶୋଦ୍ଭବ ମାଲିକାଣୀଙ୍କ ଭାଡ଼ାଟିଆ ବାରବିକ୍ୟୁ ବ୍ୟବହାରକୁ ନେଇ ବିବାଦ,ଗିରଫ ହେଲେ ମାଲିକାଣି

କାନାଡ଼ାରେ ଜଣେ ଭାରତୀୟ ବଂଶୋଦ୍ଭବ ମାଲିକାଣୀ ଏବଂ ତାଙ୍କ ଭାଡ଼ାଟିଆଙ୍କ ମଧ୍ୟରେ ବାରବିକ୍ୟୁ (Barbecue) ବ୍ୟବହାରକୁ ନେଇ ଉପୁଜିଥିବା ବିବାଦ ଉଗ୍ରରୂପ ନେଇଛି। ଘର ମାଲିକାଣୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଅକ୍ଟୋବର ୯ ତାରିଖରୁ ଆରମ୍ଭ ବହୁ ପ୍ରତୀକ୍ଷିତ ଫ୍ଲିପକାର୍ଟର Big Billion Days Sale

ଅନଲାଇନ୍ ସପିଂ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଫ୍ଲିପକାର୍ଟର ବହୁ ପ୍ରତୀକ୍ଷିତ Big Billion Days Sale ୨୦୨୬କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା କିଛି ଟିଜର ଅନୁସାରେ, ଚଳିତ ବର୍ଷ ଏହି ସେଲ୍ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ । ତେବେ ଏଠାରେ…

ସୋସିଆଲ ମିଡିଆରେ ଏବେ ୮୦ ଦଶକର ରେଟ୍ରୋ ଟ୍ରେଣ୍ଡ ଭାଇରାଲ,ଏହି ଟ୍ରେଣ୍ଡରେ ସାମିଲ ବଲିଉଡ୍ ସେଲେବ୍ରିଟି

ସୋସିଆଲ ମିଡିଆରେ ଏବେ ୮୦ ଦଶକର ରେଟ୍ରୋ ଟ୍ରେଣ୍ଡ ଖୁବ୍ ଭାଇରାଲ ହେଉଛି । ଏହି ଟ୍ରେଣ୍ଡରେ ଲୋକମାନେ AI ସାହାଯ୍ୟରେ ନିଜର ସାଧାରଣ ଫଟୋକୁ ୮୦ ଦଶକର ଷ୍ଟାଇଲରେ ବଦଳାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଅନେକ ବଲିଉଡ୍ ସେଲେବ୍ରିଟି ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ …

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିର ତାଲିକା ସାର୍ବଜନୀନ ହେବନାହିଁ। ଏହା ଏକ ଗୁପ୍ତ ତଥ୍ୟ। ଏହାକୁ ସାର୍ବଜନୀନ କରାଯିବା ଠିକ୍ ନୁହେଁ ବୋଲି ଆଇନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ସେବାୟତଙ୍କ ପ୍ରତିକ୍ରିୟା।ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପରେ କାହିଁକି ସାର୍ବଜନୀନ…

ଭାରତୀୟ ଗ୍ରୀକୋ-ରୋମାନ୍ ମଲ୍ଲଯୋଦ୍ଧା ଦୀପକ ଡୋପ୍‌ ପରୀକ୍ଷାରେ ବିଫଳ,ସୀୟ କ୍ରୀଡ଼ାରୁ ପଡ଼ିଲେ ବାଦ୍‌

ଭାରତୀୟ ଗ୍ରୀକୋ-ରୋମାନ୍ ମଲ୍ଲଯୋଦ୍ଧା ଦୀପକ ଡୋପ୍‌ ପରୀକ୍ଷା​‌େ​‌ର ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଏସୀୟ କ୍ରୀଡ଼ାରୁ ବାଦ୍‌ ଦିଆଯାଇଛି। ଫଳରେ ଦୀପକ ଡୋପ୍‌ ପରୀକ୍ଷାରେ ବିଫଳ ହୋଇ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଥିବା ତୃତୀୟ ଭାରତୀୟ ମଲ୍ଲଯୋଦ୍ଧା ହୋଇଛନ୍ତି। ପୂର୍ବରୁ ଭାରତୀୟ କୁସ୍ତି ଦଳରେ…

“ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ…

ଓଡ଼ିଶାର କୋରାପୁଟ ପାହାଡ଼ରୁ ବାହାରି ଏବେ ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ପ୍ରିମିୟମ୍ କଫି। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ପ୍ରସିଦ୍ଧ "ବ୍ରିକ୍ସ ସମ୍ମିଳନୀ"ରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି…

ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ

ଅବୁଧାବୀ କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ତାଙ୍କ ଦେଶକୁ ଫେରି ଯାଇଛନ୍ତି। କୁହାଯାଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଚଳାଇଥିବା ଯୁଦ୍ଧ ଯୋଗୁ ସେ ସମ୍ମିଳନୀ ମଝିରୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଖବର…

୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ…

ନୂଆଦିଲ୍ଲୀରେ ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ ହେଉଛି । ବ୍ରିକ୍ସ ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରନେତା ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ…