Browsing Tag

#india

ହେଲାଣି ଶୀତ ଦିନ କିନ୍ତୁ ଏଯାଏଁ ଗରମରୁ ନାହିଁ ନିସ୍ତାର

ଆସି ହେଲାଣି ଶୀତ ଦିନ କିନ୍ତୁ ଏଯାଏଁ ଗରମରୁ ନାହିଁ ନିସ୍ତାର । ନଭେମ୍ବରରେ ଥରାଇବା କଥା ଶୀତ କିନ୍ତୁ ଗରମର ପ୍ରକୋପ ଯାଉନାହିଁ । ରାଜସ୍ଥାନ , ଜୈସଲମେର ଏବଂ ବିକାନେର ରେ ଏବେ ବି ଗରମରୁ ମୁକ୍ତି ମିଳିନି । ରାଜସ୍ଥାନରେ 123 ବର୍ଷର ରେକର୍ଡ଼ ଭାଙ୍ଗିଛି ଗରମ । ବାଡ଼ମେର ରେ ସବୁଠାରୁ 37.8…

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ୬୧ ରନରେ ବିଜୟଲାଭ କରିଥିଲା । ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ଲାଭ କରି ୪ ମ୍ୟାଚ୍‌…

ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ

ଶ୍ରୀନଗର, ରାଜପୋରା ଓ ସେପୋଁରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।ଘଂଚ ଜଙ୍ଗଲ, ଗାଁ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଉଛି । ଉଭୟ ପଟୁ ଗୁଳି ବିନିମୟରେ ୩ଜଣ ସେନା ଯବାନ ଆହତ…

ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ

ଆରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌ ଲେଖିଛନ୍ତି, ଦୁଃଖର ସହ କହିବାକୁ…

ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ

ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି । ବଭନ୍ତର ଯୋଜନା ମଧ୍ୟରେ କୃଷକମାନଙ୍କୁ ମିଳିବ କ୍ଷତିପୂରଣ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ସ୍କିମ୍ ମାସକୁ 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି…

ଓଡ଼ିଶା ଟେନିସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ଛନ୍ତି ଓଡ଼ିଆ ପୁଅ କବିର ହଂସା

ଓଡ଼ିଶା ଟେନିସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ଛନ୍ତି ଓଡ଼ିଆ ପୁଅ କବିର ହଂସା  ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶକ ସହ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଜିତିଛନ୍ତି ବରିଷ୍ଠ ବର୍ଗର ଆଇଟିଏଫ ଉପବିଜେତା ଟ୍ରଫି । କଳିଙ୍ଗ ଷ୍ଟାଡ଼ିୟମ ଟେନିସ କଂପ୍ଳେକ୍ସରେ ଚାଲିଥିବା ଆଇଟିଏଫ ବିଶ୍ବ ଟେନିସ ଟୁର…

ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗ ଦେବେ । ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ କାର୍ଯ୍ୟକ୍ରମରେ ନୌସେନାର 'ଅପରେସନ ଡେମୋନଷ୍ଟ୍ରେସନ' ପ୍ରଦର୍ଶିତ ହେବ । ଏଥିପାଇଁ ନୌସେନା ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏହି 'ଅପରେସନ…

ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ଶୋ

ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର। ରାଞ୍ଚିରେ କରିବେ ୫ କିଲୋମିଟରର ମେଗା ରୋଡ ଶୋ। ସେହିପରି ବୋକାରୋ ଓ ଗୁମାଲରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ମୋଦି। ବୋକାରୋରେ ଦିନ ଗୋଟାଏ ଏବଂ ଗୁମାଲରେ ୩ଟାରେ ଜନସଭାକୁ ସମ୍ବୋଧିତ କରିବେ। ରାଞ୍ଚିରେ ହେବାକୁ ଥିବା…

ଆଜି ପବିତ୍ର ଅଁଳା ନବମୀ

ଆଜି ପବିତ୍ର ଅଁଳା ନବମୀ । ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର । ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମାଆଙ୍କ ପାଖରେ ଲାଗି କରାଯାଇଛି ।  ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ…

ଆସନ୍ତା 20 ରେ ବନ୍ଦ ରହିବ ଷ୍ଟକ ବଜାର

ଆସନ୍ତା ନଭେମ୍ବର ୨୦ ବୁଧବାର ମହାରାଷ୍ଟ୍ରରେ ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଛୁଟି ରହିବ । ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ । ଗୋଟିଏ…