Browsing Tag

#india

ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି…

ଆଜି କଂଗ୍ରେସର ପୁରୀ ଅଭିମୁଖେ ବିଶାଳ ପଦଯାତ୍ରା

ଆଜି କଂଗ୍ରେସର ବିଶାଳ ପଦଯାତ୍ରା । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି କଂଗ୍ରେସ କର୍ମୀ ।ଭକ୍ତ ଦାସ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ ପୁରୀ ଅଭିମୁଖେ…

ଆଜିଠାରୁ +୨ ବିଜ୍ଞାନ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ +୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଆଜି  ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା  ଓଡ଼ିଆ ପରୀକ୍ଷା ରହିଛି। ମୋଟ ୧ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ରାଜ୍ୟର ମୋଟ ୨୦୫ଟି ପରୀକ୍ଷା ପରିଚାଳନା…

ଏହି ମନ୍ତ୍ର ଜପ କରନ୍ତୁ ,ପ୍ରାପ୍ତି ହେବ ସୁସ୍ଥ ଓ ଗୁଣବାନ୍‌ ସନ୍ତାନ

ସନ୍ତାନ ଗୋପାଳ ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ । ଯେଉଁମାନେ ଗର୍ଭବତୀ ଓ ଯେଉଁମାନେ ସନ୍ତାନ ପାଇଁ ଇଚ୍ଛୁକ ସେମାନେ ଏହି ମନ୍ତ୍ର ଜପ କରିବା ଦ୍ୱାରା ବିଶେଷ ରୂପେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା କେବଳ ସନ୍ତାନ…

୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଅଭାଭାଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ…

ହିରୋଇନ ଶ୍ରୀଲୀଲାଙ୍କ ପ୍ରେମରେ କାର୍ତ୍ତିକ

ଦକ୍ଷିଣୀ ସୁନ୍ଦରୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଏହା ସତ କି ମିଛ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ପ୍ରକୃତରେ ସେମିତି କିଛି ନାହିଁ। କହିବାକୁ ଗଲେ କାର୍ତ୍ତିକ ଏକ ନୂଆ ଫିଲ୍ମରେ ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ବିପକ୍ଷରେ ଅଛନ୍ତ ଜଣେ ସାଉଥ…

ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ

ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍। ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି। ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ ବୋଲି…

ଦେଶୀ ଅଣ୍ଡା ଏବଂ ଫାର୍ମ ଅଣ୍ଡା ଭିତରେ କେଉଁଟା ଭଲ

ଅଣ୍ଡାକୁ ଏକ ସୁପରଫଡ୍ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍ , ଭିଟାମିନ୍ ଏବଂ ମିନେରାଲ୍ସର ଭରପୂର ମାତ୍ରାରେ ଥାଏ । ଏହା ନା କେବଳ ସ୍ବାସ୍ଥ୍ୟ ପାଇଁ ଭଲ ବରଂ ମାଂସପେଶୀକୁ ଶକ୍ତିଶାଳୀ କରିବା ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ ଅଣ୍ଡା । କିନ୍ତୁ ଯେତେବେଳେ ଦେଶୀ ଅଣ୍ଡା ଏବଂ ଫାର୍ମ…

ରାଜ୍ୟରେ ନୂଆ ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ 27 ଟି ପ୍ରସ୍ତାବ ଆସିଛି

ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି। ଆଇନ ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ | ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ…

୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି

୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ଏନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯…