ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି
ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଅଧିକାଂଶ ନିୟମ ୧ରୁ ଲାଗୁ ହେବ।
ଆଇଆର୍ସିଟିସି: ଆସନ୍ତାକାଲିଠାରୁ ଆଇଆର୍ସିଟିସି ୱେବସାଇଟ୍ ଓ ଆପ୍ରେ ଅନ୍ଲାଇନ ଟିକଟ ସଂରକ୍ଷଣର ନୂଆ ନିୟମ ଲାଗୁ ହେବ।…