Browsing Tag

#india

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର

ଚାଲିଛି  ପୁଣ୍ୟର ମାସ କାର୍ତ୍ତିକ ।  ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ ।ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକ ରେ…

ଆଜି ଠାରୁ ମୌସୁମୀ ବାୟୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ

ସୋମବାରଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ। ଏବେ ମୌସୁମୀ ବାୟୁର ପ୍ରତ୍ୟାହାର ରେଖା ବାରଣାସୀ, ଜବଲପୁର, ଆକୋଲା, ଅହଲ୍ୟାନଗର, ଆଲିବାଗ ଦେଇ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍‌, ତେଲେଙ୍ଗାନାର କିଛି ଅଞ୍ଚଳ,…

ଆଜିର ରାଶିଫଳ

ମେଷ: କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। କାହାରି ସାହାଯ୍ୟରେ ସରକାରୀ କାମ ହୋଇଯିବ। ମହିଳାଙ୍କୁ ଘର କାମରେ ପତିଙ୍କ ପୂରା ସହଯୋଗ ମିଳିବ। ବୃଷ: ଜରୁରୀ କାମ ପୂରା କରିଦେବା ଯୋଗୁଁ ମନକୁ ଶାନ୍ତି ମିଳିବ। ଆପଣ କାହାରିକୁ ମନର କଥା କହିବେ। ଛାତ୍ରଛାତ୍ରୀ କୌଣସି ଦ୍ବିଧାରୁ  …

ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ

ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଡାଏନଙ୍କ ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଡାଏନ କିଟନ ଲସ ଆଞ୍ଜେଲସରେ ରହୁଥିଲେ। ଅକ୍ଟୋବର ୧୧ରେ ହଠାତ ଡାଏନଙ୍କ ମୃତ୍ୟୁ ହୋଇଥିଲା, ଏବେ ପର୍ଯ୍ୟନ୍ତ…

ଚୀନ ଉପରେ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢ଼େଇ ତୀବ୍ର ହୋଇଛି। ଚୀନର ସମସ୍ତ ଆମଦାନି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ଆମେରିକାରେ ନିର୍ମାଣ ହେଉଥିବା ଗୁରୁତ୍ବପୂର୍ଣ୍ଣ ସଫ୍ଟୱେର ଚୀନକୁ ରପ୍ତାନି ଉପରେ କଟକଣା…

ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍) କରାଯିବ

ବିହାର ପରେ ନିର୍ବାଚନ ଆୟୋଗ (ଇସି) ବର୍ତ୍ତମାନ ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର   ସଂଶୋଧନ (ଏସ୍‌ଆଇଆର୍) କରିବେ। ନିର୍ବାଚନ ଆୟୋଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିହାର ପରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରୁ ଦେଶରେ ଏସ୍‌ଆଇଆର ଆରମ୍ଭ…

ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ବିଦାୟ ନେବ

ପାଖାପାଖି ୨ ସପ୍ତାହ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ଓଡ଼ିଶା ଛୁଇଁଥିଲା। ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶା ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ,…

ଆଜିର ରାଶିଫଳ

ମେଷ: ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ନୂଆ ଯୋଜନା କରିବେ। ଚାକିରିଜୀବୀ ଭଲ ଖବର ପାଇବେ। ଧନଲାଭ ଯୋଗ ଅଛି। ବେପାର ଆଗକୁ ବଢ଼ାଇବା ଯୋଜନା କରିବେ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ। ବୃଷ: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସାମନାକୁ ଆସିବ।…

“ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ସୁରକ୍ଷାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ବିଜେପି ନେତାମାନେ କହିଛନ୍ତି ଯେ…

ହାଇସ୍କୁଲରେ ଆଖିବୁଜା ଗୁଳିମାଡ , ୪ ମୃତ 12 ଆହତ

ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ମେୟର ଜନ୍…