Browsing Tag

#india

ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ

ଦିଲ୍ଲୀ PG ଟ୍ରାଜେଡି: ୬ ମୃତ । ଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା ବଏଜ୍ PG ଭୁଶୁଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୬ରୁ ୭ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିବାବେଳେ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ AIIMS ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି ।…

ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି

ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ…

ଶ୍ରୀମନ୍ଦିରରେ ପାଳନ ହେବ ଶମ୍ଭୁ ଏକାଦଶୀର ସ୍ବତନ୍ତ୍ର ନୀତି,କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ…

ଭାଦ୍ରବ କୃଷ୍ଣ ଏକାଦଶୀ ସୋମବାର ଶ୍ରୀମନ୍ଦିରରେ ପାଳନ ହେବ ଶମ୍ଭୁ ଏକାଦଶୀର ସ୍ବତନ୍ତ୍ର ନୀତି। ଏଥିସହ ଶ୍ରୀକୃଷ୍ଣ ଲୀଳା ଅବସରରେ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।ମହାପ୍ରଭୁ କାଳୀୟଦଳନ ବେଶରେ ଉଭା ହେବେ। ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ମହାପ୍ରଭୁ…

୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା

ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଲଘୁ ଚାପ ରୂପ ନେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ୧୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା ହେବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି।…

ଆଜି ଠୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଗଜକେସରୀ ଯୋଗ,ଏହି ରାଶିଙ୍କ ପାଇଁ ରହିଛି ଶୁଭଫଳ

ଆଜି ଚନ୍ଦ୍ରମା ନିଜ ରାଶି କର୍କଟରେ ପ୍ରବେଶ କରିବେ । ଏହା ସହିତ କର୍କଟ ରାଶିରେ ଚନ୍ଦ୍ରମା ଓ ଗୁରୁ (ବୃହସ୍ପତି) ଙ୍କ ମିଳନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମିଳନରୁ ଶୁଭ ଗଜକେସରୀ ଯୋଗ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ରରେ ଗୁରୁଙ୍କୁ ଜ୍ଞାନ, ଭାଗ୍ୟ, ବିକାଶ ଓ ସମୃଦ୍ଧିର କାରକ…

ସରକାରଙ୍କ ଆଶ୍ୱାସନା ଓ ଦୁଇ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୧ ଦିନ ଧରି ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ସ୍ଥଗିତ ରହିଲା ଶିକ୍ଷକଙ୍କ ଆନ୍ଦୋଳନ । ସରକାରଙ୍କ ଆଶ୍ୱାସନା ଓ ଦୁଇ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୧ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଗତକାଲି ସଂଧ୍ୟାରେ ୮ଟି ସଂଘର ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ଆନ୍ଦୋଳନକାରୀ ଶିକ୍ଷକଙ୍କ…

ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରେ କାଙ୍କଡ଼ ସିଝା ପାଣି

ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର ମଧ୍ୟ କାମ କରେ । ପ୍ରୋଟିନ୍ ଏବଂ ଆଇରନ୍‌ରେ ଭରପୂର ଏହି ପରିବାରେ କମ୍ କ୍ୟାଲୋରୀ ଥିବା ସଙ୍ଗେ ସଙ୍ଗେ ଫାଇବର…

Xiaomi 18 Fold ସହିତ ପ୍ରିମିୟମ୍ ଟାବଲେଟ୍ Xiaomi Pad 9 Pro Maxକୁ ୭ ସେପ୍ଟେମ୍ବରରେ ଲଞ୍ଚ କରିବ

Xiaomi ନିଜର ଆଗାମୀ ଫୋଲ୍ଡେବଲ୍ ଫୋନ୍ Xiaomi 18 Fold ସହିତ ପ୍ରିମିୟମ୍ ଟାବଲେଟ୍ Xiaomi Pad 9 Pro Maxକୁ ଶୋକେସ୍ କରିଛି । ଏହି ଦୁଇଟି ପ୍ରଡକ୍ଟ ୭ ସେପ୍ଟେମ୍ବରରେ ଲଞ୍ଚ ହେବ । Xiaomi 18 Fold କମ୍ପାନୀର ପ୍ରଥମ ଚଉଡ଼ା ଡିସପ୍ଲେ ଥିବା ଫୋଲ୍ଡେବଲ୍ ଫୋନ୍ ହେବ । ଅନ୍ୟପଟେ, Pad 9…

୨୦୨୨ ପରେ ସାରା ବିଶ୍ୱରେ ମହଙ୍ଗା ପରିସ୍ଥିତି ଉତ୍କଟ,ମୌସୁମୀ ପରିବର୍ତ୍ତନ ଓ ଭୂ-ରାଜନୈତିକ ଉତ୍ତେଜନା ମୁଖ୍ୟ କାରଣ

୨୦୨୨ ପରେ ସାରା ବିଶ୍ୱରେ ମହଙ୍ଗା ପରିସ୍ଥିତି ଉତ୍କଟ ହୋଇଛି। ବିଶେଷ କରି ଅଗଷ୍ଟ ମାସରେ ଅନ୍ତର୍ଜାତୀୟ ବଜାରରେ ଖାଦ୍ୟ ସାମଗ୍ରୀର ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ବା ଏଫ୍ଏଓ ଅନୁସାରେ, ଅଗଷ୍ଟରେ ଗ୍ଲୋବାଲ୍ ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ ୧୩୩.୩ ପଏଣ୍ଟରେ…

ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ରେ ଦେଶର ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା

ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ରେ ଦେଶର ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ରବିବାର ସଫଳତା ପୂର୍ବକ ସମ୍ପନ୍ନ ହୋଇଛି। ଏଣୁ ମନ୍ଦିର ସବୁ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥିଙ୍କ ଲାଗି ଉନ୍ମୁକ୍ତ ହୋଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ୟୁରୋପ, ଅଷ୍ଟ୍ରେଲିୟା, ଆମେରିକା, ଆଫ୍ରିକା ଓ…