Browsing Tag

#india

ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦: ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ

ଚଳିତ ବର୍ଷ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ । ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନୀ ବ୍ୟାଟର୍‌ମାନେ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲେ । ଶ୍ରୀ ଚାରଣୀ ୩ଟି, ପ୍ରେମା ରାୱତ ୩ଟି ଏବଂ ଦୀପ୍ତି ଶର୍ମା ୨ଟି ୱିକେଟ୍‌ ନେଇ ପାକିସ୍ତାନର ବ୍ୟାଟିଂ…

ଚଳଚ୍ଚିତ୍ର ‘ହନୁମାନ ଅଂଶ’ରେ ଗୀତ ଗାଇ ଦୃଷ୍ଟିଶକ୍ତି ଫେରିପାଇଲେ ଗାୟକ ସୁନୀଲ ଲୋଧୀ

ସଂସାରରେ କିଛି ଲୋକଙ୍କ ପାଇଁ ଶାରୀରିକ ଅକ୍ଷମତା ଅଭିଶାପ ପାଲଟି ଯାଉଥିବା ବେଳେ, ଆଉ କିଛି ଲୋକ ନିଜ ସାଧନା ଓ ନିଷ୍ଠା ବଳରେ ସେହି ଅନ୍ଧାରକୁ ମଧ୍ୟ ଆଲୋକିତ କରିଦିଅନ୍ତି । ଏଭଳି ଏକ ଅବିଶ୍ୱସନୀୟ ତଥା ହୃଦୟସ୍ପର୍ଶୀ କାହାଣୀ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶ ସାଗର ଜିଲ୍ଲା ବୁନ୍ଦେଲଖଣ୍ଡର…

ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳର ସତ୍ୟ ନିକେତନରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଉକ୍ତ କୋଠାଟି ଶୁଶୁ ହଷ୍ଟେଲ ବୋଲି ଜଣାପଡିଛି । ଏହି ଦୁର୍ଘଟଣା ପରେ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାର ସୂଚନା…

କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା

ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି । ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜର ବିଭିନ୍ନ ଘଟଣା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ…

ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷା

ସକାଳ ୮ଟା ପରେ ଖରା ମାଡ଼ି ଆସିଲା। ୧୦ଟା ବେଳକୁ ଟାଣ ଖରା । ଦେହ ତତାଇ ଦେଉଥିଲା । ଦିନ ଯେତିକି ବଢୁଥିଲା, ଖରା ସେତିକି ବଢ଼ି ଚାଲିଥିଲି। ତାତି ଓ ଗୁଳୁଗୁଳି ନାକେଦମ୍ କରିଥିଲା। ଖରାଦିନ ଭଳି ଅନୁଭବ ହେଉଥିଲା। ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଛୁଇଁଥିଲା।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଲାଭ ସହ ଅଟକିଥିବା ଟଙ୍କା ମିଳିବାର ଆଶା ରହିଛି । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଚିନ୍ତା ଦେଖାଦେଇପାରେ । ପରିବାରରେ ଖୁସିର ପରିବେଶ ରହିବ ଏବଂ ସଦସ୍ୟମାନଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟକୁ ନେଇ…

ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ

ଆଜି ପବିତ୍ର ଗୁରୁଦିବସ । ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀକୁ ଦେଶବ୍ୟାପୀ 'ଗୁରୁଦିବସ' ଭାବେ ପାଳନ କରାଯାଉଛି ।୧୯୬୨ ମସିହାରୁ ଏହି ପରମ୍ପରା ଚାଲିଆସୁଥିବାବେଳେ, ସମାଜ ଗଠନରେ ଶିକ୍ଷକଙ୍କ ଅତୁଳନୀୟ ଅବଦାନକୁ ଏହି ଦିନରେ…

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର

ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ  ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ନବାନ୍ନ ଲାଗି ହେବ ।  ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବ୍ରହ୍ମପୁରା ଟ୍ରଷ୍ଟ ପଣ୍ଡିତ…

ଟାଟା ମୋଟର୍ସ ଆଣିଛି ନୂଆ Curvv Series X।,ଟେକ୍ନୋଲୋଜି ଓ ସେଫ୍ଟି ଉପରେ ଗୁରୁତ୍ୱ, ଜାଣନ୍ତୁ ପ୍ରାଇସ୍

ନୂଆ SUV କିଣିବାକୁ ଯୋଜନା କରୁଥିଲେ ଆପଣଙ୍କ ପାଇଁ ଏହା ଏକ ଜରୁରୀ ଖବର। ଟାଟା ମୋଟର୍ସ ଆଣିଛି ନୂଆ Curvv Series X। କମ୍ପାନୀ ନିଜର ଲୋକପ୍ରିୟ SUV କୁପେ Curvvର ଏହି ନୂଆ ଲାଇନଅପ୍‌ରେ ଡିଜାଇନ୍, କମଫର୍ଟ, ଟେକ୍ନୋଲୋଜି ଓ ସେଫ୍ଟି ଉପରେ ଗୁରୁତ୍ୱ ଦେଇଛି। ନୂଆ ସିରିଜ୍‌ର ଏକ୍ସ-ଶୋରୁମ୍…

ଭାରତ ଓ ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମାସ ୨୨ରେଟ୍ବେଣ୍ଟି୨୦ କ୍ରିକେଟ ମ୍ୟାଚ

ଭାରତ ଓ ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଟ୍ବେଣ୍ଟି୨୦ କ୍ରିକେଟ ମ୍ୟାଚ ଆୟୋଜିତ ହେବ। ଦୁଇ ଦେଶ ମଧ୍ୟରେ ଏକମାତ୍ର ଟ୍ବେଣ୍ଟି୨୦ ମ୍ୟାଚ ସୁଜୁକି କପ୍‌ ଚଳିତ ସେପ୍ଟେମ୍ବର ୨୨ରେ ଟୋଚିଗୋ ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଶୁକ୍ରବାର ଜାପାନ କ୍ରିକେଟ…