Browsing Tag

#india

ଆଜି ଟଙ୍କା ଖର୍ଚ୍ଚ କରିବାବେଳେ ଭାବିଚିନ୍ତି କରନ୍ତୁ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଓ ବାଧା ଦେଖାଦେଇପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଚିନ୍ତା ହୋଇପାରେ । ତେଣୁ ଆଜି ଟଙ୍କା ଖର୍ଚ୍ଚ କରିବାବେଳେ ଭାବିଚିନ୍ତି କରନ୍ତୁ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଆପଣଙ୍କ କଥାକୁ…

ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ

ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ସ୍ମାର୍ଟ ଓ ଆଧୁନିକ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରବିବାର ସନ୍ଧ୍ୟାରେ ପୁଲିସ ସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ…

MMDR ଆକ୍ଟ ୨୦୨୬ ସଂଶୋଧନକୁ ବିରୋଧ କରି ୯ ରେ ଲୋକସେବା ଭବନ ସମ୍ମୁଖରେ ଧାରଣ ଦେବ ବିଜେଡ଼ି

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରି MMDR ଆକ୍ଟ ୨୦୨୬ ସଂଶୋଧନକୁ ବିରୋଧ କରି ବିଜେଡି ପକ୍ଷରୁ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୦ଟା ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମୁଖରେ ଦଳ ପକ୍ଷରୁ ଏକ ବିଶାଳ ଧାରଣା ଦିଆଯିବ।…

ଖାଦ୍ୟରେ ସାମିଲ କରନ୍ତୁ ପ୍ରୋଟିନ୍ ଓ ଫାଇବର,ଜାଣନ୍ତୁ ଫାଇବର କମ୍ ଖାଇଲେ କଣ ହୁଏ?

ଶରୀର ପାଇଁ ଫାଇବର, ଭିଟାମିନ୍, ମିନେରାଲ୍ସ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ମଧ୍ୟ ଆବଶ୍ୟକ । ବିଶେଷଜ୍ଞଙ୍କ ମତରେ, ଡାଏଟ୍‌ରେ ପ୍ରୋଟିନ୍ ବଢ଼ାଇବା ବେଳେ ଫଳ, ପନିପରିବା, ଡାଲି ଓ ଶସ୍ୟ ଜାତୀୟକୁ କମାଇବା ଠିକ୍ ନୁହେଁ । ପ୍ରୋଟିନ୍ ଓ ଫାଇବର ଦୁଇଟିକୁ ଏକାଠି ଖାଦ୍ୟରେ ସାମିଲ କରିବା ଅଧିକ ଭଲ ।…

ଗ୍ରାମାଞ୍ଚଳ ପାଇଁ ବଦଳିଲା ଗ୍ୟାସ ବୁକିଂ ନିୟମ , ୪୫ ନୁହେଁ ୨୫ ଦିନରେ କରି ହେବ ଗ୍ୟା ବୁକିଂ

ଆଗକୁ ସହର ଭଳି ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ମଧ୍ୟ ଏଲପିଜି ସିଲିଣ୍ଡର ରିଫିଲ୍‌ କରିବା ପାଇଁ ବୁକିଂ କରିପାରିବେ। ପୂର୍ବରୁ ଯେଉଁ ୪୫ ଦିନର ନିୟମ ଥିଲା ତାହାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଉଚ୍ଛେଦ କରିଛନ୍ତି। ନୂଆ ନିୟମକୁ ତତ୍କାଳ ଲାଗୁ କରିବାକୁ…

୭୩ତମ ମିସ୍ ୱାର୍ଲ୍ଡ ର ତାଜ୍ ପିନ୍ଧିଲେ ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା

ଜୋହେରୀ ମୋଲା ବିଶ୍ବ ସୁନ୍ଦରୀ, ପିନ୍ଧିଲେ ‘ମିସ୍ ୱାର୍ଲ୍ଡ ୨୦୨୬’ ତାଜ୍ । ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ ହୋଇଛି ମିସ୍ ୱାର୍ଲଡ । ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା ଏହି ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ଏଥିରେ ସ୍ପେନର…

Samsung Galaxy S26 FE ଲଞ୍ଚ,ଜାଣନ୍ତୁ ଡିସପ୍ଲେ ଓ ଡିଜାଇନ୍

Samsung ତା’ର Galaxy S26 ସିରିଜର ସବୁଠାରୁ ଆଫୋର୍ଡେବଲ୍ ଫୋନ୍ Samsung Galaxy S26 FEକୁ ଗ୍ଲୋବାଲ୍ ବଜାରରେ ଲଞ୍ଚ କରିଛି । ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା Galaxy S26 ସିରିଜର ଏହା ସବୁଠାରୁ ନୂଆ ମଡେଲ୍ । ଏହି ସିରିଜରେ କମ୍ପାନୀ ପୂର୍ବରୁ Samsung Galaxy S26, Galaxy S26+ ଏବଂ…

ଆମେରିକାରେ ଭୀଷଣ ଗରମ,ଟେକି ହୋଇ ରହିଲା ଚିକାଗୋ ଡ୍ର ବ୍ରିଜ୍

ଆମେରିକାରେ ଏବେ ଭୀଷଣ ଗରମ ପଡୁଛି। ଗ୍ରୀଷ୍ମ ପ୍ରବାହରେ ମଣିଷ ତ ମଣିଷ ଲୁହା ବ୍ରିଜ ମଧ୍ୟ ପ୍ରଭାବିତ ହେବାକୁ ଲାଗିଲାଣି ଆମେରିକା ଚିକାଗୋରୁ ଏଇଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଛି। ଏଠାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୁହାପୋଲ ଏତେ ଗରମ ହୋଇଗଲା ଯେ ଉପରକୁ ଉଠିବା ପରେ ପୁଣି…

ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ମୋଟ ଅଧିଗ୍ରହଣର ପ୍ରାୟ ୯୮ ପ୍ରତିଶତ ସାମଗ୍ରୀ ଭାରତୀୟ ଉଦ୍ୟୋଗଗୁଡ଼ିକରୁ କ୍ରୟ କରାଯିବ । ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ

ରାଜ୍ୟରେ ଏଣିକି ଗୋଟିଏ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ବର୍ତ୍ତମାନ ଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ ବଦଳରେ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ପଦକ୍ଷେପ…