ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପଙ୍କ ଅପିଲ୍
ବିଶ୍ବକୁ ଘାରିଛି ହର୍ମୁଜ୍ ଚିନ୍ତା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟେନସନ୍ । ଏବେ ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପ ଅପିଲ୍ କରିଛନ୍ତି । ଏହା ସହ ହର୍ମୁଜ୍ ଖୁବଶୀଘ୍ର ମୁକ୍ତ ହେବ ବୋଲି ମଧ୍ୟ ଦାବି କହିଛନ୍ତି…