ପାକିସ୍ତାନ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍,କାଲି ଇସ୍ଲାମାବାଦରେ ହେବ ଶାନ୍ତି ଆଲୋଚନା
ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ଇରାନ-ଆମେରିକା ଯୁଦ୍ଧବିରାମ ଲାଗି ଇସ୍ଲାମାବାଦରେ ଅନୁଷ୍ଠିତ ହେଉଥିବା ଶାନ୍ତିବାର୍ତ୍ତା ପୂର୍ବରୁ ଭେନ୍ସ ବଡ଼ ବୟାନ ଦେଇଛନ୍ତି। ଭେନସ୍ କହିଛନ୍ତି ଯେ ସେ ଇରାନ ସହିତ ସକରାତ୍ମକ ଆଲୋଚନା ଆଶା କରୁଛନ୍ତି।…