କିପରି କଟିବ ଆଜିର ଦିନ
ମେଷ- କାମରେ ଉତ୍ସାହ ବଢ଼ିବ। ନୂଆ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ। ଚାକିରିରେ ନିଜ କାମକୁ ନେଇ ଭଲ ଖବର ପାଇପାରନ୍ତି। ଟଙ୍କା ପଇସା ଦିଗରୁ ଲାଭ ହେବାର ଯୋଗ ଅଛି। ପରିବାରରେ ନିଜ ଲୋକଙ୍କ ସହଯୋଗ ମିଳିବ। ରାଗରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ବୃଷ- ଘର ଓ କାମ ଦୁଇଟିକୁ ନେଇ…