Browsing Tag

#india

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଗୋପାଳ ଦାସକୁ ପଚରାଉଚରା କରିପାରେ କ୍ରାଇମ୍‌ବ୍ରାଞ୍ଚ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଗୋପାଳ ଦାସକୁ ପଚରାଉଚରା କରିପାରେ କ୍ରାଇମ୍‌ବ୍ରାଞ୍ଚ । ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିପାରେ ।  ଝାରସୁଗୁଡ଼ାରେ ୫ ଦିନ ରହି ତଦନ୍ତ କରିବା ପରେ ଫେରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍  । ୫ ଦିନ ଭିତରେ ୧୪ରୁ…

ଡାଳିମ୍ବ ଚୋପା ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି?

ଡାଳିମ୍ବକୁ ବିଭିନ୍ନ ଉପକାରୀ ଫଳ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ଏଥିରେ ଜିଙ୍କ, ପୋଟାସିୟମ୍, ଆଇରନ୍ ଏବଂ ଓମେଗା-6 ଫ୍ୟାଟି ଏସିଡ୍ ଥାଏ। ଡାଳିମ୍ବ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ହେଲେ …

ସମଲେଇ ମନ୍ଦିରରେ ପଲିଥିନ ବନ୍ଦ

ସମଲେଇ ମନ୍ଦିରରେ ପଲିଥିନ ବନ୍ଦ । ପଲିଥିନ୍‌ ନେଇ ଶ୍ରଦ୍ଧାଳୁ କିମ୍ବା କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ପାରିବେନି ବୋଲି କହିଛି ମନ୍ଦିର ପ୍ରଶାସନ । ମନ୍ଦିରରେ ପ୍ରଦୂଷଣ ରୋକିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଭୋଗ ବିକ୍ରି କରୁଥିବା ଦୋକାନୀ ମଧ୍ୟ ଯେମିତି ଶ୍ରଦ୍ଧାଳୁଙ୍କୁ…

ରସୁଣକୁ ଦେଶୀ ଘିଅରେ ଭାଜି ଖାଇଲେ ଅନେକ ରୋଗର ମୂଳୋତ୍ପାଟନ କରିବାରେ ସହାୟକ ହୋଇଥାଏ

ରସୁଣରେ ବହୁ ଔଷଧୀୟ ଗୁଣ ଭରି ରହିଛି। ସେଥିପାଇଁ ଏହାକୁ କେବଳ ମସଲା ଭାବେ ବ୍ୟବହାର କରାଯାଏ ନାହିଁ। ଅନେକ ରୋଗର ଉପଶମ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ। ଏଥିରେ ଭିଟାମିନ ସି, ଭିଟାମିନ ବି-୬, ସେଲେନିୟମ, କ୍ୟାଲସିୟମ,…

ପୁରୁଣା ଗାଡ଼ିଗୁଡ଼ିକୁ ମିିଳିବନି ପେଟ୍ରୋଲ ଓ ଡିଜେଲ

ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଯୋଜନା କରିଛନ୍ତି। ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ବିକ୍ରି ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ବୟଂକ୍ରିୟ ନମ୍ବର ପ୍ଲେଟ୍ ଚିହ୍ନଟ…

ଆଇପିଏଲ ଲଢେଇ: ଆଜି ଚେନ୍ନାଇ – ମୁମ୍ବାଇ ମୁକାବିଲା

ଆଇପିଏଲ-୧ରେ ଆଜି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳତମ ଦଳ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ସର୍ବାଧିକ ୫ଥର ଲେଖାଏଁ ଟାଇଟଲ ଜିତିଛନ୍ତି। ତାରକା ଖଚିତ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ମ୍ୟାଚ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଖେଳିବ। ଦଳର ତାରକା…

ନିର୍ବାଚନ କମିସନଙ୍କ ଉପରେ ବିଶ୍ୱାସ କରୁ ନାହାନ୍ତି ଜନସାଧାରଣ: କପିଲ ସିବଲ

ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ମଧ୍ୟରେ, ବରିଷ୍ଠ ଆଇନଜୀବୀ ଏବଂ ରାଜ୍ୟସଭା ସାଂସଦ କପିଲ ସିବଲ କହିଛନ୍ତି ଯେ, ଏହି ରାଜନୈତିକ ମେଣ୍ଟ ପାଇଁ ଏକ ଆନୁଷ୍ଠାନିକ ଗଠନ ଆବଶ୍ୟକ। ଏହି ସମୟରେ, ନିର୍ବାଚନ କମିସନ ଉପରେ ପ୍ରଶ୍ନ ଉଠାଇ କପିଲ ସିବଲ ଦିବାଦୀୟ…

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆକ୍ସନରେ କ୍ରାଇମବ୍ରାଞ୍ଚ,ଆଜି ଷଷ୍ଠ ଦିନର ଜେରା

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଆଜି ମଧ୍ୟ ଏହି ହତ୍ୟାକାଣ୍ଡ ସହ ଜଡ଼ିତ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା । ନବ ଦାସଙ୍କୁ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ…

IPLରେ ଆଜି ଡବଲ ଧମକାଦାର ମ୍ଯାଚ

ଆଇପିଏଲରେ ଆଜି ଯୁଗଳ ଲଢ଼େଇ । ହାଇଦ୍ରାବାଦ-ରାଜସ୍ଥାନ, ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ । ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ । ସେହିପରୀ ମୁମ୍ବାଇ ଇଣ୍ଡିଆନ୍ସ ଓ…

୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ। ଆଜି ବି ଲାଗିରହିବ ବର୍ଷା। ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଓ  ଆସନ୍ତାକାଲି ସକାଳ ସୁଦ୍ଧା ସ୍ବଳ୍ପରୁ ମଧ୍ୟମ…