ସେନା ଗୁଳିମାଡ଼ରେ ୫ ଆତଙ୍କବାଦୀ ନିପାତ
କଠୁଆ ଜିଲ୍ଲାର ରାଜବାଗ ଥାନା ଅଞ୍ଚଳରେ ୫ ଦିନ ଧରି ଚାଲିଥିବା ଅପରେସନ ସଫଳ । ଭାରତୀୟ ସେନାକୁ ଚକମା ଦେଇ ଘନ ଜଙ୍ଗଲ ଭିତରେ ଛପିଥିବା ସମସ୍ତ ୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ଯବାନ । ଗତ ୨୪ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ…