Browsing Tag

#india

ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା, ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ

ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା, ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ । ସରକାରୀ ଯୋଜନାରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା DBT ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ସୁରକ୍ଷିତ କରିବାକୁ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଏଣିକି କେବଳ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ…

ଆସିଲା ‘ସୁଭଦ୍ରା’ ଟଙ୍କା , ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି

ଆସିଲା ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି । କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ପଠାଗଲା ୫ ହଜାର ଟଙ୍କା । ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି ।…

ଚୀନରେ ଭୂମିକମ୍ପ, ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୂଭୂତ

ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍ ଭୂମିକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ବେଜିଂ ସମୟ ଦିନ ୧ଟା…

ବଡ଼ ପରଦାକୁ ଆସିଛି ‘Toxic’: ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ

ଦୀର୍ଘ ଦିନର ଅପେକ୍ଷା ପରେ ବଡ଼ ପରଦାକୁ ଆସିଛି ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’। ୟଶଙ୍କ ଆକ୍ସନ୍ ଅବତାର ସାଙ୍ଗକୁ ଫିଲ୍ମର ବିପୁଳ ବଜେଟ୍ ଏବଂ ହାଇପ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ଉତ୍ସାହ ରହିଥିଲା । ତେବେ ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ ହୋଇଥିବା ସୋସିଆଲ…

କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ; ଏହା ଦେଶକୁ ଆଗକୁ ନେବା ଓ ଶକ୍ତିଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ-…

କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ; ଏହା ଦେଶକୁ ଆଗକୁ ନେବା ଓ ଶକ୍ତିଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ। ଯୁବପିଢିଙ୍କ ବିକାଶରେ କ୍ରୀଡ଼ା ବଡ଼ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ଖେଲୋ ଇଣ୍ଡିଆ ଅଭିଭାଷଣ ଖେଲ୍‌ କି ବାତ୍‌……

ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ କୌଣସି ପ୍ରଭାବ ନାହିଁ : ମୋଦୀ ପୁଣି ଥରେ ସରକାର ଗଠନ କରି…

କ’ଣ ଚାହୁଁଛନ୍ତି ଦେଶବାସୀ । କେମିତି ଅଛି ଦେଶର ପଲିଟିକାଲ ମାହୋଲ । ସରକାରଙ୍କ ଉପରେ କେତେ ଖୁସି ଅଛନ୍ତି ଜନତା । ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ ପ୍ରଭାବ ପକାଇଛି ନା ନାହିଁ । ଏନେଇ ସର୍ଭେ କରିଛି ଇଣ୍ଡିଆ ଟୁଡେ-ସିଭୋଟର୍ । ଯେଉଁଥିରେ ଦେଶ ସହ ବିଭିନ୍ନ ରାଜ୍ୟରେ…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅସନ୍ତୋଷ ପୁଣି ତୀବ୍ର, ଆଜି ଶିକ୍ଷକଙ୍କ ସାମୂହିକ ଛୁଟି

ଆଜି ରେଭେନ୍ସା ଶିକ୍ଷକଙ୍କ ସାମୂହିକ ଛୁଟି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅସନ୍ତୋଷ ପୁଣି ତୀବ୍ର ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ପକ୍ଷରୁ ଆଜି ସାମୂହିକ ଛୁଟି ବା Mass Casual Leave ପାଳନ କରାଯିବ । ଏହାସହ ସକାଳ ୧୦ଟାରୁ କୁଳପତିଙ୍କ କାର୍ଯ୍ୟାଳୟ…

ଆଜି ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି

ଶୁକ୍ରବାର ରାଖୀ ପୂର୍ଣ୍ଣିମା ଅବସରରେ ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି । ଏଥର ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ନୟାଗଡ଼ ବ୍ଳକ୍ ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ…

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ,ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର…

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ପିନ୍ଧାଇବେ । ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ…

ଏହି ରାଶିଙ୍କୁ ମିଳିବ ପରିଶ୍ରମର ଫଳ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟଭାର ବଢ଼ିଲେ ମଧ୍ୟ ପରିଶ୍ରମର ଫଳ ମିଳିବ । ବ୍ୟବସାୟ ବିସ୍ତାର ନେଇ ଯୋଜନା କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭରେ ସତର୍କ ରୁହନ୍ତୁ । ପରିବାରରେ ମତଭେଦ ହୋଇପାରେ । ଯୁକ୍ତିତର୍କ ଏଡ଼ାନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ…