ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା,ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି
ଛାତ୍ର ସଂସଦ ନିର୍ବାଚନ ପୂବର୍ରୁ ଅଶାନ୍ତ ବାଣୀବିହାର । ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି ।
ସୂଚନା ଥାଉକି, ଆସନ୍ତାକାଲି ଛାତ୍ର…