Browsing Tag

#india

ବଢିବାରେ ଲାଗିଛି ଇବୋଲା ଭାଇରସର ମାମଲା,ଭାରତ ସରକାର ତରଫରୁ ଆଲର୍ଟ ଜାରି

ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି । ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲାରେ ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବ ସ୍ତରରେ ବିପଦ ବଢୁଥିବା ଦେଖି ଭାରତ ସରକାର ତରଫରୁ ଆଲର୍ଟ…

ଭାରତରେ ଲଞ୍ଚ ହୋଇଛି Realme 16 ସିରିଜର ଆଉ ଏକ ଫୋନ୍,ଆସନ୍ତୁ ଜାଣିବା ଫିଚର୍ସ

Realme 16 ସିରିଜର ଆଉ ଏକ ଫୋନ୍ ଭାରତରେ ଲଞ୍ଚ ହୋଇଛି । Realmeର ଏହି ଫୋନ୍ 8000mAhର ପାୱାରଫୁଲ ବ୍ୟାଟେରୀ ସହିତ ଉପଲବ୍ଧ ହେଉଛି । ଏହି ଫୋନ୍ IP69 ରେଟେଡର ହୋଇଥିବାରୁ ପାଣିରେ ପଡିବା ସତ୍ତ୍ବେଏହା ପ୍ରୋଟେକ୍ଟ କରିଥାଏ  । ଚୀନ ବ୍ରାଣ୍ଡର ଏହି ଫୋନ୍ ପୋର୍ଟ୍ରେଟ୍ ଗ୍ଲୋ ଏବଂ ଇନଷ୍ଟାଣ୍ଟ…

ଆଇପିଏଲ୍ ୨୦୨୬, ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି ରାଜସ୍ଥାନ

ଆଇପିଏଲ୍ ୨୦୨୬ରେ ନିଜ ପାଇଁ କର ବା ମର ମୁକାବିଲାକୁ ଜିତି ନେଇଛି ରାଜସ୍ଥାନ। ବ୍ୟାଟରଙ୍କ ପରେ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୦ ରନରେ ମାତ୍ ଦେଇଛି। ବିଜୟ ସହ ରାଜସ୍ଥାନ ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ…

ୟୁରେନିୟମର ଗଚ୍ଛିତ ଭଣ୍ଡାରକୁ ହ୍ରାସ କରିବା ସହ ହୋର୍ମୁଜ ଜଳ ମାର୍ଗକୁ ଖୋଲିବା ପାଇଁ ସମ୍ମତି ପ୍ରକାଶ କରିଛି ଇରାନ

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ନୂତନ ଶାନ୍ତି ଚୁକ୍ତିକୁ ନେଇ କୂଟନୈତିକ ସ୍ତରରେ ଚୁକ୍ତି ଗୁଡିକ ସାମ୍ନାକୁ ଆସିଛି। ‘ଦ ନ୍ୟୁୟର୍କ ଟାଇମ୍ସ’ (NYT) ର ରିପୋର୍ଟ ଅନୁଯାୟୀ, ଇରାନ ନିଜର ସମୃଦ୍ଧ ୟୁରେନିୟମର ଗଚ୍ଛିତ ଭଣ୍ଡାରକୁ ହ୍ରାସ କରିବା ଏବଂ Strait of Hormuz କୁ ପୁଣି ଥରେ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ହ୍ୱାଇଟ୍ ପ୍ୟାଣ୍ଟ ସୁଟ୍’ ଏବଂ ‘ଫେଦର ପଲ୍ଲୁ’ ଲୁକ୍ ରେ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କୋଟି କୋଟି ଲୋକଙ୍କର ହୃଦୟରେ ରାଜ କରୁଥିବା ଐଶ୍ କାନ୍ସରେ ଚାର୍ଚାନ୍ଦ ଲଗାଇଛନ୍ତି । ଐଶ୍ୱର୍ଯ୍ୟାଙ୍କ ଗ୍ଲାମରସ୍ ଲୁକ୍ ସମସ୍ତଙ୍କ ମନ ଜିତୁଛି । ବିଶ୍ୱର ସବୁଠାରୁ ବଡ଼ ଚଳଚ୍ଚିତ୍ର ମହୋତ୍ସବ 'କାନ୍ସ ଫିଲ୍ମ ଫେଷ୍ଟିଭାଲ'…

‘ଭବ୍ୟ ମେଗା ଯୋଜନା ଅଧୀନରେ ସାରା ଦେଶରେ ୧୦୦ଟି ବିଶ୍ୱସ୍ତରୀୟ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ

ଦେଶରେ ଉତ୍ପାଦନ (Manufacturing) ଏବଂ ନିବେଶକୁ ବଡ଼ ଧରଣର ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ଦିନ 'ଭବ୍ୟ' (BHAVYA – ଭାରତ ଔଦ୍ୟୋଗିକ ବିକାଶ ଯୋଜନା) ର ବିସ୍ତୃତ ଗାଇଡଲାଇନ ଜାରି…

ରେଳ ଟ୍ରାକରେ ବିସ୍ଫୋରଣ,୨୩ ମୃତ ୪୭ ଆହତ

ପାକିସ୍ତାନର କ୍ୱେଟା ସହରର ରେଳ ଟ୍ରାକରେ ଏକ ବଡ଼ ବିସ୍ଫୋରଣ । ଯେଉଁଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ଅଞ୍ଚଳରେ ଉତ୍ତେଜନା ଏବଂ ଆତଙ୍କ ସୃଷ୍ଟି କରିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଲ୍-ନିନୋକୁ ନେଇ ବଡ଼ ଅପଡେଟ୍ ଆସିଛି ,ଏଲ-ନିନୋ ବିକଶିତ ହୋଇନି, ନ୍ୟୁଟ୍ରାଲ ସ୍ଥିତିରେ ରହିଛି – ମୃତ୍ୟୁଞ୍ଜୟ…

୧୯୮୨, ୧୯୮୭, ୨୦୦୨ ଏବଂ ୨୦୦୯।  ଏଲ୍‌-ନିନୋ ବର୍ଷରେ ଓଡ଼ିଶା ଭୋଗିଥିଲା ଭୟଙ୍କର ମରୁଡ଼ି । ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଅଭାବ ସହ  ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଭାଙ୍ଗି ପଡ଼ିଥିଲା।  ୨୦୦୨ ମସିହା ଆଧୁନିକ ଓଡ଼ିଶା ପାଇଁ ସବୁଠାରୁ  ଭୟାନକ ମରୁଡ଼ି ବର୍ଷ ଥିଲା। ଜୁଲାଇ ଏବଂ ଅଗଷ୍ଟ  ଭଳି…

ଓଡ଼ିଶା ପାଲଟିଛି ନିଆଁ ପିଣ୍ଡୁଳା,୨୮ରୁ ତାତି ସାମାନ୍ୟ କମିପାରେ

ଆହୁରି ୪ ଦିନ ଆକାଶରୁ ବର୍ଷିବ ଅନଳ । ଏହି ନିଆଁ ମାଡ଼ରେ କଲବଲ ହେଲେ ସାରା ଓଡ଼ିଶାବାସୀ । ୨୭ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ଲାଗି ରହିବ । ୨୮ରୁ ତାତି ସାମାନ୍ୟ କମିପାରେ । ଓଡ଼ିଶା ପାଲଟିଛି ନିଆଁ ପିଣ୍ଡୁଳା । ଶନିବାର ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ୫ଟି ସହରରେ…

ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି,ଅଂଶୁଘାତ ଯୋଗୁ ୧୬ ମୃତ

ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା‌ରେ ଅତି ସାଂଘାତିକ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁର ଖବର ମଧ୍ୟ ଆସୁଛି। ଶୁକ୍ରବାର…