ଦେବାଶିଷ ସାମନ୍ତରାୟଙ୍କୁ ବୋଧ ହୁଏ, ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ ମିଳିବ – ବିଜେଡିର ବରିଷ୍ଠ ବିଧାୟକ…
ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦେବାଶିଷ ବିଜେଡି ଛାଡ଼ିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ଦଳୀୟ ନେତା କହିଛନ୍ତି । ବିଜେଡିର ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ…