Browsing Tag

#india

ଆଜି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ ଏବଂ ଆର୍ଥିକ ଲାଭର ସୁଯୋଗ ରହିଛି

ମେଷ : ଆଜି ମେଷ ରାଶି ପାଇଁ ଦିନଟି ମିଶ୍ରିତ ରହିବ । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ ଏବଂ ଆର୍ଥିକ ଲାଭର ସୁଯୋଗ ରହିଛି । ତେବେ ଅଯଥା ଖର୍ଚ୍ଚ ଆପଣଙ୍କ ଚିନ୍ତା ବଢ଼ାଇପାରେ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ମଧୁର ବ୍ୟବହାର ଦ୍ୱାରା ଅନେକ କାମ ସହଜରେ ସମ୍ପନ୍ନ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଛାଇ ଭଳି ରହୁଥିବା ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାରତୀୟ ସେନାରୁ ସମୟପୂର୍ବ ଅବସର ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ଏଡ-ଡି-କ୍ୟାମ୍ପ (ଏଡିସି) ଭାବେ କାମ କରି ସୋସିଆଲ ମିଡିଆରେ…

୨ୟ ଟେଷ୍ଟମ୍ୟାଚ୍‌ : ପାକିସ୍ତାନକୁ ହରାଇ ଶୃଙ୍ଖଳା ହାତେଇ ନେଇଛି ଇଂଲଣ୍ଡ

ଲର୍ଡସ ଠାରେ ରବିବାର ସମାପ୍ତ ୨ୟ ଟେଷ୍ଟମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଛି। ପାକିସ୍ତାନକୁ ୧୯୪ ରନ୍‌ର ବଡ଼ ବ୍ୟବଧାନରେ ହରାଇ ୩-ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ୨-୦ରେ ଆଗୁଆ ହେବା ସହ ଶୃଙ୍ଖଳା ହାତେଇ ନେଇଛି। ପାକିସ୍ତାନକୁ ଦ୍ବିତୀୟ ଇନିଂସରେ ୩୮୯ ରନ୍‌ର ବିଜୟଲକ୍ଷ୍ୟ…

ସ୍କ୍ରବ ଟାଇଫସ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗର ତତ୍ପରତା,ରିବେଶକୁ ସ୍ୱଚ୍ଛ ରଖିବା ସହ କିଛି ସତର୍କତା ଅବଲମ୍ବନ କରିବାକୁ…

ଅନୁଗୋଳରେ ଅବିଶ୍ରାନ୍ତ ଭାବରେ ମାଡ଼ି ଚାଲିଥିବା ସ୍କ୍ରବ ଟାଇଫସ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗର ତତ୍ପରତା। ଏହାକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ଆତଙ୍କିତ ନହେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ…

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ମାଗଣାରେ ପଢିବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀ

ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସତ୍ୱେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ: ଯୁଦ୍ଧର…

କିର୍ଗିସ୍ତାନର ରାଜଧାନୀ ବିଶକେକ୍‌ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସମୟରେ ୟୁକ୍ରେନ ସଂଘର୍ଷର…

ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ

ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ ।  ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଶେଷ ହୋଇଛି ।  ଦୀର୍ଘ ଦଶ ଘଣ୍ଟା ପରେ ହୁଣ୍ଡିରୁ ନଗଦ ୫୪ ଲକ୍ଷ ୧୫ହଜାର ୯୦୨, ୧୭୬୪ ଗ୍ରାମ ରୂପା ଓ ୬୪ଗ୍ରାମ ସୁନା ବାହାରିବା ସହ ୧୧ଟି ବିଦେଶୀ ଓ…

ସେପ୍ଟେମ୍ବର ୪ ତାରିଖରେ ହଲରେ ରିଲିଜ୍ ହେବ ୪ଟି ବହୁପ୍ରତୀକ୍ଷିତ ଫିଲ୍ମ,ଆସନ୍ତୁ ଜାଣିବା ଏହି ବଡ଼ କ୍ଲାସରେ କେଉଁ କେଉଁ…

ଫିଲ୍ମ ପ୍ରେମୀଙ୍କ ପାଇଁ ଆସୁଛି ଏକ ଧମାକାଦାର ଫ୍ରାଇଡେ। ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ଦେଖିବାକୁ ମିଳିବ ଜବରଦସ୍ତ ଲଢ଼େଇ। ସେପ୍ଟେମ୍ବର ୪ ତାରିଖରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ବରଂ ଏକା ଥରକେ ହଲରେ ରିଲିଜ୍ ହେବ ୪ଟି ବହୁପ୍ରତୀକ୍ଷିତ ଫିଲ୍ମ। ତେବେ ଆସନ୍ତୁ…

ବଜାରକୁ ଆସିଲା ଆଥରର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ,ଗାଡ଼ିରେ ରହିଛି ମଲ୍ଟିପଲ୍ ନୂଆ ଫିଚର୍ସ

ଆଥର ଏନର୍ଜି ଏହାର ସବୁଠାରୁ ଶସ୍ତା ସ୍କୁଟି ଆଥର କୋଣାର୍କ (KONARC) ଲଞ୍ଚ କରିଛି । ଯାହା ଆଥର EL ପ୍ଲାଟଫର୍ମ ଉପରେ ଆଧାରିତ ବ୍ରାଣ୍ଡର ପ୍ରଥମ ସ୍କୁଟର । ଏହି ସ୍କୁଟରକୁ କମ୍ପାନୀ ମେଟାଲ ବଡ଼ି ଏବଂ ମଲ୍ଟିପଲ୍ ନୂଆ ଫିଚର୍ସ ସହିତ ଲଞ୍ଚ କରିଛି । ସ୍କୁଟରଟିରେ ସ୍ମାର୍ଟ ରିମୋଟ୍ କୀ ରହିଛି ।…

ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ

ବଢି ଚାଲିଛି ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା। ଅଗଷ୍ଟ ୨୬ ତାରିଖରେ ନେପାଳ-ତିବ୍ଦତ ସୀମା ନିକଟବର୍ତ୍ତୀ ଭୋଟେକୋଶୀ ନଦୀରେ ଘଟିଥିବା ଭୟଙ୍କର ବନ୍ୟା ଉଭୟ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପର୍ଯ୍ୟନ୍ତ ବନ୍ୟାରେ ୯୦୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇସାରିଛି, ୪,୦୦୦ ରୁ ଅଧିକ…