Browsing Tag

#india

ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି,ଭାରତୀୟ ସେୟାର ବଜାରରେ ବଡ଼ ଧରଣର ଅସ୍ଥିରତା

ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି। ଇରାନ ପ୍ରମୁଖ ଜଳପଥ ‘ହୋର୍ମୁଜ'କୁ ପୁଣି ଥରେ ବନ୍ଦ କରିଦେଇଛି, ଯେଉଁଠାରୁ ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ୍ ଯୋଗାଣ ହୋଇଥାଏ। ଏହି ନିଷ୍ପଭି ଦ୍ଵାରା ପୁଣି ଘନେଇପାରେ ତୈଳ ସଂକଟ । ମହଙ୍ଗା ହେବ ଅଶୋଧିତ ତୈଳ। ପେଟ୍ରୋଲ, ଡିଜେଲ ଏବଂ…

ଫ୍ୟାନ୍ସଙ୍କୁ ଝିଅର ନାଁ ସହିତ ପ୍ରଥମ ଝଲକ ଦେଖାଇଲେ ଟିଭି ଅଭିନେତ୍ରୀ ସୁରଭି,

ଟିଭି ଅଭିନେତ୍ରୀ ନାଗିନ ତଥା ସୁରଭି ଜ୍ୟୋତି ନିଜ ଜୀବନର ସବୁଠୁ ଖୁସି ମୁହୂର୍ତ୍ତରେ ରହିଛନ୍ତି । ନିକଟରେ ଅଭିନେତ୍ରୀ ଜଣକ ୩୮ ବର୍ଷ ବୟସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମା’ ହେବା ପରେ ପ୍ରଥମ ଥର ନିଜ କୁନି ଝିଅର ପ୍ରଥମ ଝଲକ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଏହାସହିତ ଏକ…

ଆମେରିକାର ଇରାନ ଉପରେ ପୁଣି ଥରେ ଏୟାରଷ୍ଟ୍ରାଇକ୍ ଇରାନର ବନ୍ଦର ଆବାସ ଅଞ୍ଚଳରେ ବିସ୍ଫୋରଣ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବଡ଼ ଯୁଦ୍ଧ ଚାଲିଛି। ଦୁଇ ଦେଶ ତିନି ଦିନ ଧରି ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଏବଂ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ବାତିଲ କରିଛନ୍ତି।…

ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣପଦକ ହାସଲ କଲେ ଭାରତୀୟ ମହିଳା ନିରୁ ଧାଣ୍ଡା

ଲୋନାଟୋ  ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ଭାରତୀୟ ମହିଳା ନିରୁ ଧାଣ୍ଡା ସ୍ବର୍ଣ୍ଣପଦକ ଜିତିଛନ୍ତି। ଟ୍ରାପ୍‌ ସୁଟିଂ ବର୍ଗରେ ନିରୁ ଫାଇନାଲରେ ୩୦ଟିରୁ ୨୭ ଥର ଲକ୍ଷ୍ୟଭେଦ କରି ପ୍ରଥମ ସ୍ଥାନରେ ରହିଥିଲେ। ୨୫ ପଏଣ୍ଟ ପାଇ ଫ୍ରାନ୍‌ସର କାରୋଲ କୋର୍ମେନିଏର ରୌପ୍ୟ ଓ ୧୯…

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତି ହେବେ CEO ,ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି…

ଅଯୋଧ୍ୟା ରାମ ମନ୍ଦିରର ପ୍ରଶାସନିକ ଓ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସୁଦୃଢ଼ କରିବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ । ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ (CEO) ପଦବୀ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି…

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ଭାରତରେ ଲଞ୍ଚ୍ ନ କରିବା ପାଇଁ ମେଟା ନିଷ୍ପତ୍ତି

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ଜାରି ବିବାଦ ଭିତରେ ମେଟା ଏକ ବଡ଼ ପଦକ୍ଷେପ ନେଇଛି । ହ୍ୱାଟ୍ସଆପର ମୂଳ କମ୍ପାନି ମେଟା ଏବଂ ଭାରତ ସରକାରଙ୍କ ମଧ୍ୟରେ ୟୁଜରନେମ୍ ଫିଚର୍ ଉପରେ ଆଲୋଚନା ଚାଲିଛି । ୟୁଜରଙ୍କ ସୁରକ୍ଷାକୁ ନେଇ ସରକାର ହ୍ୱାଟ୍ସଆପକୁ ନୋଟିସ୍ ପଠାଇଛନ୍ତି । ଏହାରି ଭିତରେ ମେଟା…

ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ,୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ

ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ । ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାର CDMOଙ୍କୁ…

ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଚାମେଲି ଓଝା,କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚାମେଲି

ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଚାମେଲି ଓଝା ।  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚାମେଲି। ଆମରଣ ଅନଶନରେ ବସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି ।ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ,ଆସନ୍ତା କାଲି ନବଯୌବନ ଦର୍ଶନ

ରଥଯାତ୍ରା ଆଉ ମାତ୍ର ୩ ଦିନ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପୁରୀ । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ପାଇଁ ଆଉ ମାତ୍ର…

ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE,୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ

ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE । ଆକ୍ସନ ମୋଡ଼ରେ ଜୟପୁର ଭିଜିଲାନ୍ସ । କୋରାପୁଟ ପୂର୍ବତନ ITDA ରେ ଆସିଷ୍ଟାଣ୍ଡ ଏଗଜ୍ୟୁକେଟିଭ୍ ଇଞ୍ଜିନିୟର ସଞ୍ଜୟ କିସପଟାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ଜୟପୁର ଓ…