ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର

ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍‌ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍‌୨୪ ସିରିଜ୍ ଫୋନ୍‌ରେ ଆସିଥିଲା ଓ ପରେ ଏହି ଫିଚର ଆଉ କିଛି ସାମସଙ୍ଗ ମଡେଲ୍ ଓ ପିକ୍ସେଲ ଫୋନ୍‌ରେ ଉପଲବ୍ଧ ହୋଇଥିଲା । ଏହି…

କାହା ପକ୍ଷରେ ଅଛନ୍ତି ଅଲ୍ଲୁ ଅର୍ଜୁନ?

ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ପ୍ରବେଶ ପରେ ଆନ୍ଧ୍ରର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଆହୁରି ରୋଚକ ହୋଇଥିଲା। ଏବେ ପୱନ କଲ୍ୟାଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ସମର୍ଥନ ମିଳିବା ଆରମ୍ଭ ହୋଇଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଟୁଇଟ୍ କରି ତାଙ୍କୁ ସମର୍ଥନ କରିବାକୁ…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ…

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଛନ୍ତି,ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ । ଆଗାମୀ ଦିନରେ ସବୁ ପ୍ରକାର ଯାନ…

ଗୋପାଳପୁରରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ

ଗୋପାଳପୁରରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ । ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିବା ସହିତ ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦଙ୍କୁ କରନ୍ତୁ ନାହିଁ ବୋଲି ନବୀନ କହିଛନ୍ତି । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ…

NVS ଅଣ-ଶିକ୍ଷକ ପଦର ଅନଲାଇନ୍ ଆବେଦନ

ଏନଭିଏସ ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ସେହିଦିନ ମେ ୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ଏନଭିଏସ ତରଫରୁ ପୁଣି ଏକ ସୂଚନା ଜାରି କରି ଉକ୍ତ…

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍‌କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।…

ଆମେରିକାକୁ ଗାଳି କଲା ରୁଷିଆ

ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ ନିରନ୍ତର ଭିତ୍ତିହୀନ ଅଭିଯୋଗ କରିଥିବାରୁ ସେ ଆମେରିକାକୁ ନିନ୍ଦା କରିଛନ୍ତି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏହି…

ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବ- ମୋଦି ଗ୍ୟରେଣ୍ଟି

ମୋଦି ଗ୍ୟରେଣ୍ଟି: ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ମିଶନରେ କାର୍ୟ୍ୟ କରିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରିଛି। ଗରିବ…

ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି – ଭି. କେ ପାଣ୍ଡିଆନ

ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ଭି. କେ ପାଣ୍ଡିଆନ । ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ୍‌ କହିଛନ୍ତି ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି । ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି ବିଜେପି ନେତା।…