ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବି ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବିଜେପି ପ୍ରାର୍ଥୀ ଲାଲ୍ଲୁ ସିଂହ ଉକ୍ତ ଆସନରେ ୪୯୯,୭୨୨ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅୱଧେଶ ପ୍ରସାଦ ୫୫୪,୨୮୯ ଭୋଟ୍‌ ପାଇଛନ୍ତି। ସିଂହ…

ରେକର୍ଡ କଲା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ

 ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏନ୍‌ଏସ୍‌ଇ ଏମଡି ତଥା ସିଇଓ ଆଶିଷକୁମାର ଚୌହାନ ଏକ୍ସ ପ୍ଲାଟଫର୍ମରେ ଏହା କହିଛନ୍ତି। ବେଞ୍ଚମାର୍କ ଇକ୍ୱିଟି ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଏକ ଦୃଢ…

ବିଶ୍ବରେ ପ୍ରଥମ ଘଟଣା , ବାର୍ଡ ଫ୍ଲୁ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ

ବାର୍ଡ ଫ୍ଲୁ’ ଭୂତାଣୁ ଦ୍ୱାରା ସାଧାରଣଙ୍କ ପଶୁପକ୍ଷୀମାନେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି।…

ଆସନ୍ତାକାଲି ରିଲିଜ ହେବ ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ

ରଜ ଉପଲକ୍ଷେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ । ଏଥିରେ ଲୋକପ୍ରିୟ ତାରକା ସ୍ବରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ଏକାଠି ଦେଖିବାକୁ ମିଳିବ ।ଯାହାକୁ ନେଇ ବେଶ ଖୁସି ଅଛନ୍ତି । ଏଥିସହ ଫିଲ୍ମଟି ରଜରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକଙ୍କୁ ନିଶ୍ଚୟ…

ଆଜି ସାବିତ୍ରୀ ବ୍ରତ , ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ

ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ । ଲକ୍ଷ୍ମୀନାରାୟଣଙ୍କ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ମହିଳାମାନେ ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ…

ଆଇସିସି ବିରୋଧରେ ଆମେରିକା ସଂସଦରେ ଜିଓପି ଚିଠା ଗୃହୀତ

ଗାଜା- ଇସ୍ରାଏଲ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟ ଅଦାଲତ (ଆଇସିସି) ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶକୁ ଖାତିର ନକରି ଇସ୍ରାଏଲ ନିଜର ଗାଜା ଅଭିଯାନ ଜାରି ରଖିଛି। ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଗିରଫ କରିବା…

ବିଜେଡିର ତୁଙ୍ଗ ନେତା ମତଦାତାଙ୍କ ମୁଡ୍‌ ପଢ଼ିନପାରି ବୟାନବାଜିରେ ବ୍ୟସ୍ତ ରହିଲେ

ନିର୍ବାଚନର ଚତୁର୍ଥ ପର୍ଯ୍ୟାୟର ଫଳାଫଳ ହିଁ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହି ପର୍ଯ୍ୟାୟରେ ବିଜେପି ଗତ ନିର୍ବାଚନରେ ଯେଉଁ ୯ଟି ଆସନ ପାଇଥିଲା ଯଦି ‌େସତିକି ଆସନ ପାଇଥାନ୍ତା ତେବେ ବିରୋଧୀ ଦଳରେ ହିଁ ବସିଥାନ୍ତା। ଆଉ ବିଜେଡି ଯଦି ୪୨ରୁ ୪୦ଟି ଆସନ ଜିତିଥାନ୍ତା…

9 ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ

ଆସନ୍ତା 3 ରୁ 4 ଦିନ  ଭିତରେ ମୌସୁମୀ ବର୍ଷା ହେବ ।9 ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିଦ୍ଦେଶକ ଡ଼. ଶରତ ସାହୁ କହିଛନ୍ତି ଓଡ଼ିଶାକୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି । 9 ବା , 10  …

ମଧ୍ୟପ୍ରଦେଶ କଂଗ୍ରେସରେ ଘୋର ନୈରାଶ୍ୟ

ବିଜେପି ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନରେ ଝଟକା ପାଇଥାଇପାରେ, କିନ୍ତୁ ମୂଳ ଗୈରିକ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶରେ ଉତ୍ସବ ପାଳନ କରିବା ପାଇଁ ଦଳ ପାଖରେ ‘୨୯’ କାରଣ ଅଛି। ବିଜେପିର ‘୪୦୦ ପାର’ ସ୍ଲୋଗାନ ବିଫଳ ହୋଇଥିଲା, କିନ୍ତୁ ମଧ୍ୟପ୍ରଦେଶରେ ୨୯ରୁ ୨୯ ଆସନରେ ଜିତିଛି ବିଜେପି। ଏପରିକି…

କାଲିଠାରୁ ଆରମ୍ଭ ହେଉଛି ଯୁକ୍ତ୨ ସିଟ୍‌ରେ ନାମଲେଖା

ଶୁକ୍ରବାରରୁ ଆରମ୍ଭ ହେଉଛି ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ…