ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ମୋଦୀ

ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।ହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ୱବିଦ୍ୟାଳୟକୁ ବି ବୁଲି ଦେଖିଥିଲେ। ୧୭୪୯ କୋଟି ଟଙ୍କା ବିନିମୟରେ ଏହି ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଛି। ଏଥିରେ ୨ଟି ଏକାଡେମିକ ବ୍ଲକ…

ସୋସିଆଲ ମିଡିଆରେ ଚର୍ଚ୍ଚା – ସୋନାକ୍ଷୀଙ୍କ ବିବାହକୁ ନେଇ ପରିବାରଲୋକ ଖୁସି ନାହାନ୍ତି

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଯେବେଠାରୁ ତାଙ୍କ ବିବାହ ଖବର ସାମ୍ନାକୁ ଆସିଛି ସୋନାକ୍ଷୀ ଚର୍ଚ୍ଚାର ପରିସରରେ ରହିଛନ୍ତି। ଜୁନ୍ ୨୩ ତାରିଖରେ  ମୁମ୍ବାଇରେ ଜହିରଙ୍କୁ ବିବାହ କରି ସୋନାକ୍ଷୀ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ…

ହଜ୍‌ ତୀର୍ଥଯାତ୍ରୀଙ୍କ ଜୀବନ ନେଲାଣି ଉତ୍ତାପ

ସାଉଦ ଆରବସ୍ଥିତ ମକ୍କାରେ ହଜ୍‌ ସମୟରେ ଅତି କମରେ ୫୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୩୨୩ ଜଣ ମିଶରୀୟ…

ପାନ୍‌ କାର୍ଡର ଅପବ୍ୟବହାର- ଲୋକଙ୍କ ପାଖରେ ପହଞ୍ଚୁଛି ଆୟକର ବିଭାଗରୁ ଟିକସ ନୋଟିସ୍‌

ନିଜ ପାନ୍‌ କାର୍ଡର ଅପବ୍ୟବହାର ହୋଇଥିବା ବିଷୟରେ କିଛି ବି ଜାଣିନଥିବା ଲୋକମାନଙ୍କ ପାଖରେ ଆୟକର ବିଭାଗରୁ ନୋଟିସ୍‌ ପହଞ୍ଚୁଛି। କୋଟି କୋଟି ଟଙ୍କା ଟିକସ ଜମା କରିବାକୁ ସେମାନଙ୍କୁ କୁହାଯାଉଛି ଯାହା ସେମାନଙ୍କ ସାମର୍ଥ୍ୟ ବାହାରେ। ମୁମ୍ବାଇର ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ପତ୍ତି…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି, ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ

ଜୁଲାଇ ୮ ତାରିଖରେ ଖୋଲିବ ରତ୍ନ ଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି, ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । କୋର କମିଟି, ଟେକ୍ନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ଜୁଲାଇ ୭ ତାରିଖରେ ରଥଯାତ୍ରା । ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର…

ଭଜା ବୁଟ

ସମସ୍ତଙ୍କ ପ୍ରଥମ ପସନ୍ଦ ରୋଷ୍ଟେଡ ଚଣା ଅର୍ଥାତ ଭଜାଭଜା ବୁଟ କଥା ମନେପଡିଥାଏ । ଏହା ଅନ୍ୟ ପ୍ରୋଟିନ ସ୍ନାକ୍ସ ତୁଳନାରେ ଅନେକ ଲାଭଦାୟକ । ଏହାକୁ ଲୋକେ ଇନଷ୍ଟାଣ୍ଟ ଏନର୍ଜୀ ବୁଷ୍ଟର ପରି ବ୍ୟବହାର କରନ୍ତି । ପିଲାମାନେ ମଧ୍ୟ ଏହାକୁ ବହୁତ ଭଲ ପାଆନ୍ତି । ପିଆଜ, ବିଲାତି, ଧନିଆ ପତ୍ର ଏବଂ…

ଲେଖିକା ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ‘ଇଡି ଫାଇଣ୍ଡ୍‌ସ ଏ ହୋମ୍‌’ ନାମକ ନିଜର ପ୍ରଥମ ଶିଶୁ ଚିତ୍ର ପୁସ୍ତକ ରବିବାର ଉନ୍ମୋଚନ କରିଛନ୍ତି।ମା’ ସୋନି ରାଜଦାନ ଏବଂ ଭଉଣୀ ଶାହିନ୍‌ ଭଟ୍ଟଙ୍କ ଉପସ୍ଥିତିରେ ମୁମ୍ବାଇର ‘ଜିଓ ୱାଲର୍‌ଡ…

ବିଶ୍ୱରେ ନମ୍ବର-୧ ହେଲା NVIDIA

ଚଳିତ ମାସରେ ପ୍ରଥମ ଥର ପାଇଁ ୩ ଟ୍ରିଲିୟନ ଡଲାରର ଏମକ୍ୟାପ୍ କ୍ଲବରେ ପ୍ରବେଶ କରିଥିବା କମ୍ପାନୀ ଏବେ ଆପଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀକୁ ପଛରେ ପକାଇଦେଇଛି । ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ nVIDIAର ସେୟାର ୩.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଉପରେ କମ୍ପାନୀର ମାର୍କେଟ କ୍ୟାପ…

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ । ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ ।OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ।  ବୋର୍ଡ ପକ୍ଷରୁ ଏହି ପରୀକ୍ଷା ଚଳିତ ବର୍ଷ ଜାନୁୟାରୀରେ…

ଶ୍ରୀମନ୍ଦିର:ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ । ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି । ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି ।ଗତକାଲି…