ଟେସ୍‌ଲା ଆସିବା ଆଶା ମଉଳିଲା

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ପୁଣିଥରେ ଭାରତରେ ନିବେଶ ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ମସ୍କ ଏପ୍ରିଲ ଶେଷରେ ଭାରତ ଗସ୍ତକୁ ବାତିଲ କରିବା ପରେ ଏହି ଖବର ଆସିଛି। ମସ୍କ ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିବାର…

ସଇଁତଳାରେ ବ୍ୟାପୁଛି ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଦେଖା ଦେଇଛି ଡେ଼ଙ୍ଗୁ ଆତଙ୍କ । କିଛି ଦିନ ତଳେ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଲାଣି। ୧୮ ଜଣକ ମଧ୍ୟରୁ ୧୧ ଜଣଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି…

ଏସବୁ ଲୋକପ୍ରିୟ ପ୍ଲାନ୍ ହଟାଇ ଦେଇଛି ଜିଓ

ଜିଓ ଜୁଲାଇ ୩ରୁ ଏହାର ପ୍ରିପେଡ୍‌ ପ୍ଲାନ୍‌ଗୁଡ଼ିର ମୂଲ୍ୟ ବଢାଇ ଦେଇଛି। ଏହା ଉପଭୋକ୍ତାଙ୍କୁ ଏବ ବଡ଼ ଝଟ୍‌କା ଦେଇଥିଲା। ବିଭିନ୍ନ ଯୋଜନାର ମୂଲ୍ୟ ଭିନ୍ନ ଭାବରେ ବୃଦ୍ଧି କରାଯାଇଥିଲା। ତେବେ ଏହା ସହ କିଛି ଲୋକପ୍ରିୟ ପ୍ଲାନ୍‌ ମଧ୍ୟ ତାଲିକାରୁ ହଟାଇ ଦିଆଯାଇଛି, ଯାହା ଉପଭେକ୍ତାଙ୍କୁ ଆଉ ଏକ…

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ

ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ ସେବି;କୁ ସତର୍କ…

କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କିଏ ବ୍ୟକ୍ତିଗତ ସଚିବ ହେବେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।ଏନେଇ ତିନି ଜଣ ଆଇଏଏସ୍…

୭୫ ପ୍ରତିିଶତ ଉପସ୍ଥାପନା ଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଅପହଞ୍ଚ ଅଞ୍ଚଳର ପିଲାଙ୍କ ଶିକ୍ଷା ପାଇଁ ସରକାର କରୁଛନ୍ତି ଯୋଜନା । ସ୍କୁଲ ଦୂରରେ ଥିବାରୁ ପାଠ ଛାଡୁଥିବା ବା ସମସ୍ୟାର ସମ୍ମୁଖୀନ ହେଉଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ଯୋଜନାରୁ ଉପକୃତ ହେବେ ୩୦ ଜିଲ୍ଲାର ୩୫ ହଜାର ୬୭ ଜଣ ଛାତ୍ରଛାତ୍ରୀ ।…

ସିଂହଦ୍ୱାରରେ କାହିଁକି ରହିଛନ୍ତି ପତିତପାବନ?

ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଯାଇଥାନ୍ତି । ଏହାପରେ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ…

ଦିଲ୍ଲୀରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ

ପ୍ରତିବର୍ଷ ଦେଶର ୧୦ ଟି ସହରରେ ୩୩ ହଜାର ଲୋକଙ୍କର ପିଏମ ୨.୫ ର ସ୍ତର ଅଧିକ ହେବାରୁ ମୃତ୍ୟୁ ହେଉଛି । ଏହା ହେଉଛି ବର୍ଷର ମୋଟ ମୃତ୍ୟୁର ୭.୨% । ଏହି ସହରଗୁଡ଼ିକ ହେଉଛି ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତା, ବାରାଣାସୀ ଏବଂ ସିମଲା…

ନିଟ୍ ପିଜି ପରୀକ୍ଷା

ଆସନ୍ତା ଅଗଷ୍ଟ ୧୧ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି । ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ଗତ ଜୁନ୍ ୨୧୩ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଥିଲା । ନିଟ୍ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ…

ସ୍ତନ କର୍କଟ ଭଲ କରିବ ନିମ୍ବ

ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ଔଷଧୀୟ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଏନ୍‌ଆଇପିଇଆର୍‌)ର ବୈଜ୍ଞାନିକମାନେ ସ୍ତନ କର୍କଟର ଚିକିତ୍ସା ଦିଗରେ ଏକ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଦାବି ଅନୁସାରେ, ନିମ୍ବପତ୍ର ଏବଂ ଫୁଲରୁ ପ୍ରାପ୍ତ ହେଉଥିବା ଏକ ରାସାୟନିକ ଯୌଗିକ ଦ୍ୱାରା ସ୍ତନ…