ଷ୍ଟାଲିନ୍‌ଙ୍କ ଚେତାବନୀ

କେନ୍ଦ୍ର ବଜେଟରେ ତାମିଲନାଡୁ ସମେତ ବିରୋଧୀ ଶାସିତ ରାଜ୍ୟଗୁଡ଼ିକକୁ ଉପେକ୍ଷା କରାଯାଇଛି। ଏହି ଧାରା ଜାରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଘରିକିଆ ହୋଇଯିବେ ବୋଲି ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌…

ଅଜୟ କାଜୋଲ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା

ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର ଚର୍ଚ୍ଚାରେ ରହିଥାନ୍ତି। ତେବେ ନିଜ ବିବାହକୁ ନେଇ ବୁଧବାର ଏକ ସାକ୍ଷାତ୍‌କାରରେ କାଜୋଲ ନୂତନ ଖୁଲାସା କରିଛନ୍ତି। ବିବାହ ପାଇଁ ସେ…

ଘୁଞ୍ଚିଲା ଓଟିଇଟି ପରୀକ୍ଷା

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ପ୍ରକାଶ ଯେ, ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ…

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡର ପ୍ରଥମ ପ୍ରିମିୟମ ଇଲେକ୍‌ଟ୍ରିକ…

ମୁଣ୍ଡବିନ୍ଧା ଦୂର କରେ କି ଚା’

"ମୁଣ୍ଡଟା କାହିଁକି ବିନ୍ଧୁଛି... ସକାଳେ ଚା' ପିଇନି ଆଉ, ସେଥିପାଇଁ ମୁଣ୍ଡ ବିନ୍ଧୁଛି।" ଅନେକ ଲୋକ ଏପରି କହୁଥିବାର ଶୁଣିଥିବେ, କିମ୍ବା ଆପଣ ଯଦି ଜଣେ ଚା' ଅଭ୍ୟାସୀ, ତେବେ ଏପରି ଅନୁଭବ କରିଥିବେ ନିଶ୍ଚୟ। ଚା' ପିଇବା ଅଭ୍ୟାସ ଏବଂ ମୁଣ୍ଡବିନ୍ଧା ମଧ୍ୟରେ କଣ ସତରେ ସାମଞ୍ଜସ୍ୟ ରହିଛି,…

ପ୍ରତିଶୋଧ ନେଲା ଭାରତୀୟ ସେନା

ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଆଜି ସକାଳେ କୁପୱାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସକାଳ ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏବେ ଯାଏଁ ଜଣେ ଆତଙ୍କୀ ନିପାତ ହୋଇଥିବା ଖବର…

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୬ରେ ନୂଆଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ…

ଆଜିଠୁ ଭାରତର ଅଭିଯାନ

ପ୍ୟାରିସ୍‌ ଅଲିମ୍ପିକ୍ସର ବିଧିବଦ୍ଧ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବ। କିନ୍ତୁ ‌ଦୁଇ ଦିନ ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରତିଯୋଗିତାଗୁଡ଼ିକ ଆରମ୍ଭ ହୋଇଯାଇଛି। ଗୁରୁବାରଠୁ ପ୍ରଥମ ପଦକ ସନ୍ଧାନରେ ଥିବା ଭାରତୀୟ ତୀରନ୍ଦାଜି ଦଳ ଅଭିଯାନ ଆରମ୍ଭ କରିବ। ଲେସ୍‌ ଇନ୍‌ଭାଲିଡ୍‌ସ…

ରୁଷ୍‌ ଓ ୟୁକ୍ରେନ ଯୁଦ୍ଧରେ ପରିବର୍ତ୍ତିତ

ରୁଷ୍‌ ଓ ୟୁକ୍ରେନ ଯୁଦ୍ଧରେ ପରିବର୍ତ୍ତିତ ହୋଇ ଏହା ମଧ୍ୟରେ ୮୮୦ ଦିନ ଅତିବାହିତ ହୋଇଗଲାଣି। ନାଟୋ ରାଷ୍ଟ୍ରଙ୍କ ଆର୍ଥିକ ଓ କୂଟନୈତିକ ବହିଷ୍କାର, ଯୁଦ୍ଧନିମନ୍ତେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା, ମିଳିତ ଜାତିସଂଘର ଚାପ ସତ୍ତ୍ବେ ରୁଷ୍‌ ଏହି ଯୁଦ୍ଧରୁ ପଛଘୁଞ୍ଚା ଦେଇନାହିଁ। ଏହି…

ଓଡ଼ିଶା ଅର୍ଥନୈତିକ ସର୍ଭେ

୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଠିତ ବିଜେପି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଅର୍ଥନୀତି ଆଗକୁ ବଢ଼ିବା ଫଳରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢ଼ି ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ…