ୱାଇ-ଫାଇ ପାସୱାର୍ଡ ଭୂଲିଯାଇଛନ୍ତି?

ଅନେକ ହୁଏ ତ ଘରେ ଓ ଅଫିସରେ ୱାଇ-ଫାଇ ବ୍ୟବହାର କରିଥାନ୍ତି | କିନ୍ତୁ ଅନେକ ଥର ୱାଇ-ଫାଇ ପାସୱାର୍ଡ ମଧ୍ୟ ଭୁଲିଯାଇଥାନ୍ତି | ଏପରି ପରିସ୍ଥିତିରେ, ୱାଇ-ଫାଇ ପାସୱାର୍ଡ ରିକଭରୀ କରିବାରେ ଅନେକ ସମସ୍ୟା ହୋଇଥାଏ | ତେବେ ଆପଣ ଜାଣିଛନ୍ତି କି ପାସୱାର୍ଡ ଭୁଲିଯିବା ପରେ ମଧ୍ୟ ଆପଣ ଏହାକୁ ସହଜରେ…

ଭାଷା ଓ ସାହିତ୍ୟକୁ ନେଇ କେବେ ହୋଇ ନ ଥିବା ବିବିଧ କାର୍ଯ୍ୟକ୍ରମ

ଓଡିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ…

ବଢ଼ିଲା ତାପମାତ୍ରା

ସାରା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାର ସମସ୍ତ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। ପୁରୀରେ ରାତିର ତାପମାତ୍ରା ୨୨.୪ ଡିଗ୍ରି ପହଞ୍ଚିଥିବା ବେଳେ ପରାଦୀପରେ…

ଜେଲରେ ରାତି ବିତାଇବେ ହେମନ୍ତ ସୋରେନ୍, କୋର୍ଟ କାଲି ଶୁଣାଇବେ ରିମାଣ୍ଡ ନିଷ୍ପତ୍ତି

ରାଞ୍ଚି : ଝାଡଖଣ୍ଡରେ ଏବେ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ କେହି ଶପଥ ନେଇନାହାଁନ୍ତି ।  କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ନ୍ୟାୟିକ ହେପାଜତରେ ରହିବେ । ଇଡି ତାଙ୍କୁ କୋର୍ଟରେ ହାଜର କରି ୧୦ ଦିନର ରିମାଣ୍ଡ…

ବଜେଟ୍ ୨୦୨୪: କଣ ଶସ୍ତା, କଣ ମହଙ୍ଗା

୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ ହେବ । ବଜେଟରେ ସରକାରଙ୍କ ଆୟ କିପରି ହେବ ଏବଂ ଏହା କେଉଁଠି ଖର୍ଚ୍ଚ ହେବ, ତାହା ଉପରେ ସରକାର ଟିପ୍ପଣୀ ଦେଇଥାନ୍ତି । ସରକାର କହିଛନ୍ତି ଯେ,…

ରାଜ୍ୟପାଳଙ୍କୁ ଭେଟିଲେ ଏନସିସି କ୍ୟାଡେଟଙ୍କ ସହ କର୍ଣ୍ଣେଲ ସାଗର ମହାନ୍ତି

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଟିମ୍ ଓଡିଶା RDC-24 NCC କ୍ୟାଡେଟ୍ସଙ୍କ ସହ କର୍ଣ୍ଣେଲ ସାଗର ମହାନ୍ତି| ଏକ ପ୍ରେରଣାଦାୟକ "ଏଟି-ହୋମ୍" ଇଭେଣ୍ଟ ପାଇଁ  ରାଜ ଭବନରେ ଶ୍ରୀ ମହାନ୍ତି ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।  ସେବା ଏବଂ ଉତ୍କର୍ଷତା ପାଇଁ ଏନସିସି…

ଜ୍ୟାକଲିନଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଦାବି

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ସବୁକିଛି ଜାଣିବି ତାଙ୍କ ସହ ଜଡ଼ିତ ଥିଲେ। ଚନ୍ଦ୍ରଶେଖର ଦେଉଥିବା ଉପହାର ସବୁ ଠକେଇ ପଇସାର ଥିବା ବି ଅଭିନେତ୍ରୀ…

କମ୍ କରିବାକୁ ଚାହୁଁଛନ୍ତି କି ହାଇ କୋଲେଷ୍ଟ୍ରଲ ?

ଲୋକମାନେ ଜଲଦୀ କାମ ସାରିବା ଚକ୍କରରେ ସୁସ୍ଥ ଖାଇବା ଛାଡ଼ି ଜଙ୍କ ଫୁଡ଼ ଖାଇବାରେ ଲାଗିଛନ୍ତି । ଏହା ଫଳରେ ଅଳ୍ପ ବୟସରେ ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଥିସହିତ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ତେବେ କୋଲେଷ୍ଟ୍ରଲର ମାତ୍ରା ବଢିବା ଦ୍ୱାରା…

ୟୁପିଆଇରେ ମିଳିବ କ୍ୟାସବ୍ୟାକ!

ୟୁପିଆଇ ବ୍ୟବହାର କରୁଛନ୍ତି ଓ କ୍ୟାସବ୍ୟାକ୍ ପାଇବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ହୋଇପାରେ । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିସିବି ବ୍ୟାଙ୍କ ହାପି ସେଭିଂ ଆକାଉଣ୍ଟ ଖୋଲା ଯାଇଛି।ଗୋଟିଏ ବର୍ଷରେ ସର୍ବାଧିକ ୭୫୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବ<br…

ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିଯୁକ୍ତି

ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ ଅଫିସର ଆୟୁଷ- ଆରବିଏସକେ (ବିଏଚଏମଏସ), ମେଡିକାଲ ଆୟୁଷ କୋ-ଲୋକେଟେଡ ୟୁନିଟ, ଇମ୍ୟୁନାଇଜେସନ କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଡାଟା ଆସିଷ୍ଟାଣ୍ଟ-କମ-ଆକାଉଣ୍ଟାଣ୍ଟ, ଅର୍ବାନ…