ନୂଆ ବର୍ଷରେ ପିଲାଙ୍କୁ କୋଭିଡ୍ ଟୀକା
ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ନୂଆ ବର୍ଷ ଜାନୁଆରୀ ୩ ତାରିଖରୁ ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ । ଏହାସହ ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବୁଷ୍ଟର ଡୋଜ୍ ଟୀକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ!-->!-->!-->…