ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ବର: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ । ଦେବୀପ୍ରସନ୍ନଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ବିଶ୍ଵ ଓଡିଆ  ଭାଷା ସମ୍ମିଳନୀ…

ଇସ୍ତଫା ଦେବା ପରେ ଗିରଫ ହେଲେ ହେମନ୍ତ ସୋରେନ,

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । JMM       ବିଧାୟକ ଦଳ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଘୋଷଣା କରାଯାଇଛି । ତେବେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି…

ଦକ୍ଷିଣ ଦିଗ,ମୁଖ୍ୟ କବାଟ ଉପରେ ଘଣ୍ଟା ରଖୁଛନ୍ତି କି? 

ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଘରେ ସଠିକ୍‌‌ ଦିଗରେ ଘଣ୍ଟା ରଖିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟାଳୟରେ ଦକ୍ଷିଣ ଦିଗରେ ଆଦୌ ଘଣ୍ଟା ରଖନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗ ମୃତ୍ୟୁଙ୍କ ଦେବତାଙ୍କ ଦିଗ…

ଓଡ଼ିଶାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ୫ ଅତ୍ୟାଧୁନିକ ଡାକ୍ତରଖାନା

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ପିପିପି ମୋଡ୍‌‌ରେ ଅତ୍ୟାଧୁନିକ ଡାକ୍ତରଖାନା ପ୍ରତିଷ୍ଠା କରାଯିବ। ଆଗାମୀ ଦୁଇବର୍ଷ ମଧ୍ୟରେ ଏହି ଡାକ୍ତରଖାନାଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ଏଠାରେ ସବୁ ପ୍ରକାର ସେବା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଆଉ ବିଏସ୍‌‌କେୱାଇ…

ବଲିଉଡ଼କୁ କମବ୍ୟାକ୍ କରିବେ ଅତିଫ୍

ପାକିସ୍ତାନୀ ଗାୟକ ଅତିଫ୍ ଅସଲମ୍ ପୁଣି ଥରେ ବଲିଉଡ଼କୁ କମବ୍ୟାକ୍ କରିବାକୁ ଯାଉଛନ୍ତି । ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଏକ ଗୀତ ଗାଇବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଖୁସି ଥିବା ଜଣାପଡ଼ିଛି । ବଲିଉଡ଼ ପାଇଁ ଅନେକ ସୁପରହିଟ୍ ମ୍ୟୁଜିକ୍ ଦେଇଛନ୍ତି ଅତିଫ୍ ଅସଲମ୍ । ତେବେ…

ଆସନ୍ତାକାଲି ବଜେଟ

ଆସନ୍ତାକାଲି ବଜେଟ। ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର। ବଜେଟରେ କେଉଁ କ୍ଷେତ୍ରକୁ ଫୋକସ ଦିଆଯିବ? କ୍ରମବର୍ଦ୍ଧିଷ୍ଣୁ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ…

ରାଜନୈତିକ କ୍ଷେତ୍ର ସ୍ତବ୍ଧ

ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମହାରାଷ୍ଟ୍ରର ଖାନାପୁର ବିଧାନସଭା କ୍ଷେତ୍ରର ଶିବସେନା (ଶିନ୍ଦେ ଗୋଷ୍ଠୀ)ର ଜଣେ ବିଧାୟକଙ୍କର ବିୟୋଗ ଘଟିଛି । ବିଧାୟକ ଅନିଲ ବାବରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସାଙ୍ଗଲି ଜିଲ୍ଲାର ଏକ ହସ୍ପିଟାଲରେ ଅନିଲ…

ଡିଜି ଯାତ୍ରା ସେବା ଆରମ୍ଭ

ଖୁବ ଶୀଘ୍ର କେନ୍ଦ୍ର ସରକାର ଡିଜି ଯାତ୍ରା (Digi Yatra) ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ପୁଣି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ ହେବ ଏବଂ ଏଥିରେ ବିଦେଶୀ ଯାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ । ବର୍ତ୍ତମାନ କେବଳ ଘରୋଇ ଯାତ୍ରୀଙ୍କ ପାଇଁ ୧୩ଟି…

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବ ଓଡ଼ିଶା!

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ତାହାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ବିଦ୍ୟାଳୟ ସ୍ତରୀୟ ଉତ୍ସବ ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ…

୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ୍‌ରେ ବିଜୟ ଧାରା ଜାରି

ବ୍ଳୋଏମ୍‌ଫ‌ଣ୍ଟେନ:  ସୁପର-୬ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ‌ କରିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ସହ ଶୀର୍ଷ ସ୍ଥାନରେ ଏହି ପର୍ଯ୍ୟାୟରେ ପହଞ୍ଚିଥିଲା ଭାରତ। ମଙ୍ଗଳବାର ସୁପର୍‌-୬ ପ୍ରଥମ ମ୍ୟାଚ୍‌ରେ ଭାରତ ୨୧୪ ରନ୍‌ର ବଡ଼ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍‌…