ଜୟନାରାୟଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ

ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟନାରାୟଣଙ୍କ ବୟାନକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଇଥାଏ।…

ଆଜିର ରାଶିଫଳ

କୁମ୍ଭ : ସ୍ବଗୃହୀ ଶନି ପ୍ରଭାବରୁ ସାହାଯ୍ୟ, ସହଯୋଗ ଲାଭ କରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଉଧାର କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ। ସଭାସମିତିରେ ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତି ଦ୍ୱାରା…

ବ୍ଲୁଫ୍ଲାଗ୍ ବେଳାଭୂମିରେ ନୌସେନାର ଅଭ୍ୟାସ

ଓଡିଶାର ପୁରୀ ଉପକୂଳରେ ପାଳନ ହେବ ନୌସେନା ଦିବସ। ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଯୁଦ୍ଧଭୂମିର ଭ୍ରମ। ଚାରିପଟେ ଯୁଦ୍ଧ ଟ୍ୟାଙ୍କ୍ ସମେତ ଯୁଦ୍ଧ ଜାହାଜ ଓ ନୌସେନା ଓ ଇଣ୍ଡିଆନ ଆର୍ମିର ଅଧିକାରୀଙ୍କ ଦଖଲରେ ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମି। ଡିସେମ୍ବର 4ରେ ଅନୁଷ୍ଠିତ ନୌସେନା ଦିବସ ପାଇଁ…

ଦେଶର ବରିଷ୍ଟ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟ ବନ୍ଦନା କାର୍ଡ

ଦେଶର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ମାନଙ୍କୁ ମିଳିବ ଆୟୁଷ୍ମାନ ବୟ ବନ୍ଦନା କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ବରିଷ୍ଟ ନାଗରିକଙ୍କ ପାଇଁ ୩,୪୩୭ କୋଟି ଟଙ୍କା ବ୍ୟୟରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପ୍ରସ୍ତୁତ ହୋଇସାରିଛି ।୨୫ ନଭେମ୍ବର ସୁଦ୍ଧା ୧୪…

ଆରମ୍ଭ ହେଲା ବିଜେପିର ସାଙ୍ଗଠନିକ କର୍ମଶାଳା

ଭାରତୀୟ ଜନତା ପାର୍ଟିର ସଙ୍ଗଠନ କର୍ମଶାଳା ଆରମ୍ଭ ହୋଇଛି। ଆଜି ଦିନ ତମାମ ଦଳର ସଙ୍ଗଠନ ମଜଭୂତ ଦିଗରେ ହେବ ଆଲୋଚନା। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହେବ ରୋଡମ୍ୟାପ। ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ…

କଂଗ୍ରେସ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ

ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ତିନୋଟି ଖରାପ ତତ୍ତ୍ବ କଂଗ୍ରେସ ଠାରେ ଦେଖିବାକୁ ମିଳୁଛି। ତାହା ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ତତ୍ତ୍ବ। ଏସବୁ ବିଲକ୍ଷଣ ପାଇଁ ସାରା ଦେଶରେ କଂଗ୍ରେସ ସତ୍ତା…

୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ…

ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ , ଆମେ ମାଗି ଖିଆ ନୁହଁ

ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ। ଓଡ଼ିଶା ପଶ୍ଚିମବଙ୍ଗରୁ ଆଉ ଆଳୁ ମାଗିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର। ମନ୍ତ୍ରୀ କହିଛନ୍ତି, ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ…

ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଧମକପୂର୍ଣ୍ଣ ଇମେଲ ,ଅନ୍ୟପଟେ ଭୁବନେଶ୍ବର ବିମାନବନ୍ଦରରୁ ଏକ ଅଜଣା…

ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଏବେ ଭୁବନେଶ୍ବର ବିମାନବନ୍ଦରରୁ ଏକ ଅଜଣା ବ୍ୟାଗ୍ ଜବତ କରାଯାଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ଅଜଣା…

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଏଣିକି ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୭ଟଙ୍କା ୬୪ ପଇସା । ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା । ପୂର୍ବର୍ରୁ ଏହା ୮ଟଙ୍କା ୮୨ ପଇସା । ତେବେ ନୂଅ ବିଜେପି ସରକାର ଆସିବା ପରେ…