ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି,ଲିଭର ଜନିତ ରୋଗରେ ଆକ୍ରାନ୍ତ

‘ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ତାଙ୍କ ତରଫରୁ ଏ…

ବଢିଲା ଆଧାର ଅପଡ଼େଟ ଡ଼େଡ଼ଲାଇନ

ଆଧାରକାର୍ଡ଼ ଏକ ବଡ଼ ଜରୁରୀ ଦସ୍ତାବିଜ୍‌। ପ୍ରତି କାମରେ ଏହା ଦରକାର । ସେ ସରକାରୀ ହେଉ କି ବେସରକାରୀ ହେଉ। ଆଧାର ବିନା କୌଣସି କାମ ହେବା ମୁସ୍କିଲ। ଆଧାର ଅପଡେଟ୍‌ କରିନଥିଲେ ଅନେକ ଗୁରୁତ୍ବପୂର୍ଣ୍ଣ କାମ ହେବ ନାହିଁ । ବାରମ୍ବାର ଅପଡେଟ୍‌ କରିବାକୁ ତାରିଖ ବି ଆସିଛି । ହେଲେ ଏବେ ଶେଷ…

ଦ୍ବିତୀୟ ବର୍ଷ ପାଇଁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି…

ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ପ୍ରଥମ ସିଡ୍ ଓ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ଜାନିକ ସିନ୍ନରଙ୍କୁ ନାଟକୀୟ ଭାବେ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨)ସେଟ୍‌ରେ ପରାସ୍ତ କରି ଦ୍ବିତୀୟ ସିଡ୍ ସ୍ପେନ୍‌ର କାର୍ଲୋସ୍…

ଆଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ

ଆଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ରଥଯାତ୍ରା ସୁରକ୍ଷାରେ ଯେପରି କୌଣସି ତ୍ରୁଟି ହେବନି, ସେଥିନେଇ ଏଥିରେ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି…

ଆଜିର ରାଶିଫଳ

ମେଷ: ପ୍ରଥମେ ମନରେ ଦ୍ବିଧାଭାବ ଜାତ ହୋଇପାରେ। ପର ମୁହୂର୍ତ୍ତରେ ଦୃଢ଼ ନିଶ୍ଚୟୀ ହେବେ। ମନ ପ୍ରଫୁଲ୍ଲ ରହିବ। ପ୍ରିୟଭାଷୀ ହେବେ। ହର୍ଷଯୁକ୍ତ ହେବେ। ଧନାଗମ ହେବ। ଭାଗ୍ୟବାନ୍‌ ହେବେ। ସୁସ୍ଥ ରହିବେ। ବୃଷ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିବେ।…

ମସ୍କଙ୍କୁ ଖୋଲାଖୋଲି ଧମକ ଦେଲେ ଟ୍ରମ୍ପ

ଟିକସ ବିଲ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନଂ. ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେବାକୁ ବି ପଛାଇ ନାହାନ୍ତି। ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ…

ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ

ରାଜ୍ୟ ସରକାର ବିକଶିତ ଓଡ଼ିଶା@୨୦୩୬କୁ ଲକ୍ଷ୍ୟ ରଖି ବିଭିନ୍ନ ଉନ୍ନୟନମୂଳକ କାର୍ଯ କରୁଛନ୍ତି। ରାଜ୍ୟର ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ସରକାର ନୂଆନୂଆ ପଦକ୍ଷେପ ହାତକୁ ନେଇଛନ୍ତି। ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ…

ଦୁଇଟି ସନ୍ତାନର ଜନନୀ ହେଲା ମୌସୁମୀ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ ନେଇଛନ୍ତି। ଗତ ରାତିରେ ଜନ୍ମ ନେଇଥିବା ସୂଚ଼ନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ | ଶାବକ ୨ଟି ୨୮ ନମ୍ବର ବି ଖୁଆଡ ମଧ୍ୟରେ ରାତି ୯ଟା ୧୫ ମିନିଟ ଓ ୧୧ଟା ୩ ମିନିଟରେ ଯଥାକ୍ରମ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ…

ଶ୍ରୀମନ୍ଦିର ପରିସରରେ ଅଘଟଣ,ରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ

ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ରବିବାର ଥିବାରୁ…

ଖୁବ୍‌ଶୀଘ୍ର ଅଭିନୟରୁ ଅବସର ନେବେ ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ ଆମୀର୍‌ ଖାନ୍

ଖୁବ୍‌ଶୀଘ୍ର ଅଭିନୟରୁ ଅବସର ନେବେ ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ ଭାବେ ଜଣାଶୁଣା ସୁପର୍‌ଷ୍ଟାର୍‌ ଆମୀର୍‌ ଖାନ୍! ବର୍ତ୍ତମାନ ଏଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଅସଲ କଥା ହେଲା, ଆଗକୁ ଆଉ ଅଧିକ ଫିଲ୍ମ‌ ନକରି ଅଭିନୟରୁ ଅବ୍ୟାହତି ନେବା ବିଷୟରେ ଚିନ୍ତା କରୁଥିବା ପ୍ରକାଶ…