ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ହୋଇପାରେ ୨୦୨୨ ଆଇପିଏଲ

ମେଟ୍ରୋ ଟିଭି ଓଡିଶା,୧୪/୧: ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷର ଆଇପିଏଲ ଏକ ରୋମାଞ୍ଚାଭରା ହେବ ବୋଲି ସୂଚନା ମିଳୁଛି । କୁହାଯାଉଛି ଯେ ଚଳିତଥର ଭାରତ କିମ୍ବା ୟୁଏଇ ନୁହେଁ, ବରଂ ଏକ ନୂଆ ଦେଶରେ ଅନୁଷ୍ଠିତ ହେବ। ସୂଚନା ମୁତାବକ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ

ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ ମନା

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନା ଚାରିଆଡେ ମାଡିଗଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ହେଲେ ସରକାରଙ୍କ ବିଭିନ୍ନ ଗାଇଡଲାଇନକୁ ମାନିବାକୁ ପଡିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥୀ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସଂକ୍ରମଣ

ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଲାଣି ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଦିନକୁ ଦିନ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାରିସଂଘ ଭାରତକୁ ଚେତାବନୀ ଦେଇଛି । ସୂଚନା ଅନୁସାରେ , ମିଳିତ ଜାତିସଂଘର

ବିବାହ କରିବେ କରିସ୍ମା ତନ୍ନା

ମେଟ୍ରୋ ଟିଭି ଓଡିଶା,୧୪/୧: ବଲିଉଡରେ କରୋନା କାୟାରେ ମଧ୍ୟ ବିବାହ ଜୋରସୋରରେ ଚାଲିଛି । ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଏବର୍ଷ ବିବାହ କରିଲେଣି । ସଂକ୍ରମଣ ବ୍ୟାପୁଥିଲେ ବି ବିବାହର କାର୍ଯ୍ୟ ସରବାକୁ ନାଁ ନଉନି । ବଲିଉଡ , ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଜଣ ବାହା ହେଲେଣି । ନିକଟରେ

ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା

ମେଟ୍ରୋ ଟିଭି ଓଡିଶା,୧୪/୧: ଚମତ୍କାର କରିଦେଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ଜଣେ ବ୍ୟକ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ପରେ ଦୀର୍ଘଦିନ ଧରି

ଘରେ ରହିବାକୁ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରର ଆଡଭାଇଜରି

ମେଟ୍ରୋ ଟିଭି ଓଡିଶା,୧୪/୧: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି କରାଯାଇଛି । ସବୁବେଳେ ଘରେ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ମେଟ୍ରୋ ଟିଭି ଓଡିଶା,୧୪/୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ

ବିଦେଶୀ ପକ୍ଷୀଙ୍କ କିଚିରିମିଚିରିରେ କମ୍ପୁଛି ଭିତରକନିକା

ମେଟ୍ରୋ ଟିଭି ଓଡିଶା,୧୪/୧: ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଭିତରକନିକା । ଏବେ ଏହି ପକ୍ଷୀ ମାନଙ୍କର ଗଣନା କରାଯାଉଛି । ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ମୋଟ ୧ଲକ୍ଷ ୩୮

ଲକ୍‌ଡାଉନ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ମୋଦି କହିଲେ, ଜୀବନ ସହ ଜୀବିକା ଆବଶ୍ୟକ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଚାଲିଲାଣି । ଏହି ପରି ଭୟଙ୍କର ସ୍ଥିତିରେ ଲକ୍‌ଡାଉନ ହେବାକୁ ନେଇ ଯେଉଁ ଚିନ୍ତା ସାଧାରଣ ଲୋକଙ୍କୁ ଘାରୁଥିଲା ତା ଉପରେ ପୂର୍ଣ୍ଣଛେଦ ପଡିଛି । ଗତକାଲି ହୋଇଥିବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ

ଓଡିଆଙ୍କ ବଡପର୍ବ ମକର ସଂକ୍ରାନ୍ତି , ମକର ଚୌରାସି ବେଶରେ ଶ୍ରୀଜିଉ

ମେଟ୍ରୋ ଟିଭି ଓଡିଶା,୧୪/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଭାରତବର୍ଷରେ ଏହି ମକର ସଂକ୍ରାନ୍ତି ବହୁ ଧୂମଧାମରେ ପାଳନ କରନ୍ତି । କିନ୍ତୁ କରୋନା ପାଇଁ ଧାର୍ମିକ ପୀଠସ୍ଥଳକୁ ଭକ୍ତଙ୍କୁ ବାରଣ କରାଯାଇଛି । ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି ।କଟକଣା ଅନୁସାରେ,