କମିଲା ରନ୍ଧନ ଗ୍ୟାସ ଦର

ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି

ମେଟ୍ରୋ ଟିଭି ଓଡିଶା,୧/୨ : କଟକରେ ଚାଞ୍ଚଲ୍ୟ । ସରକାରୀ କଲେଜ କ୍ୟାମ୍ପସ ପଛ ପଟେ ଥିବା ସରକାରୀ ଚଐଊ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କୁଆଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି

ଆଜି ଦେଶ ପାଳୁଛି ୪୬ତମ ତଟରକ୍ଷୀ ଦିବସ

ମେଟ୍ରୋ ଟିଭି ଓଡିଶା,୧/୨ : ଦେଶ ମଙ୍ଗଳବାର ପାଳନ କରୁଛି ୪୬ତମ ତଟରକ୍ଷୀ ଦିବସ । ୧୯୭୭ ମସିହା, ଫେବ୍ରୁଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ୱାରା ଔପଚାରିକ ରୂପେ ଏହି ଦିବସ ସ୍ଥାପନା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଏହା ପରିଚାଳିତ ହୁଏ । ୧୯୭୮ରେ

ସାମ୍ନାକୁ ଆସିଲେ ଦୂତିଙ୍କ ସ୍ୱପ୍ନର ରାଣୀ

ମେଟ୍ରୋ ଟିଭି ଓଡିଶା,୧/୨ : ଆଉ କିଛି ଦିନ ପରେ ଆସିବ ପ୍ରେମୀଯୁଗଳଙ୍କ ଦିନ । ପ୍ରେମିକା ପ୍ରେମିକ ମିଶି ପାଳିବେ ଲଭ ଡେ । କିଏ ନିଜର ପ୍ରେମିକାକୁ ଫୁଲ, କଣ୍ଢେଇ ଦେଇ ଖୁସି କରାଇବ ତ ଆଉ କିଏ ମନ ଭିତରେ ଚାପି ରଖିଥିବା ଭଲପାଇବା କୁ ପ୍ରକାଶ କରିବେ । ଫେବୃୟାରୀ ୭ ରୁ ଆରମ୍ଭ ହେବ ପ୍ରେମ

ରୁଟିରେ ଚକାଆଖି : ଦର୍ଶନ କରିବାକୁ ଲୋକଙ୍କ ଭିଡ

ମେଟ୍ରୋ ଟିଭି ଓଡିଶା,୧/୨ : କଥାରେ ଅଛି ଭକ୍ତ ଭକ୍ତିରେ ଡାକିଲେ ଭଗବାନ୍ ସବୁଠାରେ ମିଳିଯାଇଥାନ୍ତି । ସେ ପଥରରେ ହେଉ କିମ୍ବା କୈାଣସି ବସ୍ତୁରେ । ଭଗବାନ ସବୁବେଳେ ଭକ୍ତଙ୍କ ଡାକ ଶୁଣିବା ପାଇଁ କୈାଣସି ନା କୈାଣସି ରୂପରେ ଦେଖାଦିଅନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗଯୁଗାନ୍ତରର ।

ଜାନୁଆରୀରେ ରେର୍କଡ କଲା ଜିଏସ୍‌ଟି ଆଦାୟ

ମେଟ୍ରୋ ଟିଭି ଓଡିଶା,୧/୨ : ଜାନୁଆରୀ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟ ତୁଳନାରେ ପରୋକ୍ଷ ଟିକସ ଆଦାୟ ୧୫% ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍ଟିଆର୍-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬

ବିଗ୍‌ବସ୍‌୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବିଗ୍‌ବସ୍‌ ୧୫ରେ ତେଜସ୍ୱୀ ପ୍ରକାଶ ଓ ପ୍ରତୀକ ସହଜପାଲ ମଧ୍ୟରେ କଡ଼ା ଟକ୍କର ଥିବା ବେଳେ ବାଜି ମାରି ନେଇଛନ୍ତି ତେଜସ୍ୱୀ। କିନ୍ତୁ ତେଜସ୍ୱୀଙ୍କ ବିଜୟକୁ ଦେଖି ଫ୍ୟାନ୍‌ମାନେ ଏତେଟା ଖୁସି ନ ଥିବା ଦେଖିବାକୁ ମିଳିଛି। ଲୋକମାନେ ଏବେ ସୋସିଆଲ ମିଡିଆରେ

୪୭ ବର୍ଷରେ ପାଦ ଥାପିଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଏକ ସମୟ ଥିଲା ଯେତେବେଳେ ପ୍ରୀତି ଜିଣ୍ଟା ଡିମ୍ପଲ ଗର୍ଲ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଅଭିନୟ ଓ ସୁନ୍ଦର ହସରେ ମତୁଆଲା କରୁଥିଲେ । ଆଇପିଏଲ୍ ଟିମ୍ କିଙ୍ଗସ୍ ଏକାଦଶ ପଞ୍ଜାବର ମଧ୍ୟ

ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

image credit-HLIVE ମେଟ୍ରୋ ଟିଭି ଓଡ଼ିଶା,୩୧/୧: ସଂସଦର ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ

ସାଉଦି ଆରବରେ ସଲମାନଙ୍କୁ ମିଳିଲା ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍‌ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ୍‌ କରି ଆସୁଛନ୍ତି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ୍‌ ସବୁବେଳେ ଲାଇମ୍‌ ଲାଇଟକୁ ଆସିଥାନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି