ପ୍ରବାସୀ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ

ମେଟ୍ରୋ ଟିଭି ଓଡିଶା,୫/୨ : ପକ୍ଷୀଙ୍କ କୋଳାହଳ ଶବ୍ଦରେ ମନପୁରି ଯାଏ । କିଚିରି ମିଚିରି ଶବ୍ଦ ଟିକେ କାନରେ ବାଜିଲେ ମନଭିତରେ ଥିବା ଆଶଙ୍କା ଦୂର ହୋଇ ଯାଇଥାଇଥାଏ । ସକାଳୁ ନିଦ ଭାଙ୍ଗିଲେ ପକ୍ଷୀଙ୍କ କୋଳାହଳ ଶୁଣିଲେ , ଆନନ୍ଦ ଅନୁଭବ ହୁଏ । ଶୀତର ପହିଲି ସ୍ପର୍ଶରେ ପକ୍ଷୀମାନେ

ଆଜି ସନ୍ଧ୍ୟା ୫ଟାରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଉଦ୍‌ଘାଟନ କରିବେ ମୋଦି

ମେଟ୍ରୋ ଟିଭି ଓଡିଶା,୫/୨ : ଆଜି ଉଦ୍ଘାଟିତ ହେବାକୁ ଯାଉଛି ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’। ଶନିବାର ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପ୍ରତିମାର ଅନାବରଣ କରିବେ। statue of Equalityର ବହୁତ ଗୁରୁତ୍ୱ ରହିଛି। ଏହି କାରଣରୁ ତେଲେଙ୍ଗାନା

ଅଷ୍ଟ୍ରେଲିଆ କ୍ରିକେଟ୍‌ରୁ ଇସ୍ତଫା ଦେଲେ କୋଚ ଜଷ୍ଟିନ ଲାଙ୍ଗର

ମେଟ୍ରୋ ଟିଭି ଓଡିଶା,୫/୨ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲାଙ୍ଗର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଅଷ୍ଟ୍ରେଲିଆ ୫ ଟେଷ୍ଟ ଆଶେସ ସିରିଜରେ ଇଂଲଣ୍ଡକୁ ୪-୦ରେ ପରାସ୍ତ କରିଛି । ଏହା

ଭଦ୍ରକରେ ଭୁଷୁଡିଲା ବିଜେପି ସଂଗଠନ ,ଦଳ ଛାଡିଲେ ଶତାଧିକ ନେତା ଓ କର୍ମୀ

ମେଟ୍ରୋ ଟିଭି ଓଡିଶା,୫/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ବିଜେପି କୁ ଲାଗିଛି ବଡ ଝଟକା । କିଛିଦିନ ପୂର୍ବରୁ ଦଳରେ ପ୍ରମୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରିବା ତଥା ନିର୍ବାଚନରେ କୌଣସି ଦାୟିତ୍ଵ ନଦେବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିବା ନେତା ଓ କର୍ମୀ ଆଜି

ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର

ମେଟ୍ରୋ ଟିଭି ଓଡିଶା,୪/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସେ ସେତେବେଳେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳେ । ଆମ କହୁଛୁ ଜଗତସିଂହ ପୁରର ଢ଼ିଙ୍କିୟା ଓ ଗଡ଼କୁଜଙ୍ଗ ପଂଚାୟତ କଥା. ସେଠାରେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳୁନି । ଗଡ଼କୁଜଙ୍ଗ ପଞ୍ଚାୟତ

ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।

ନିର୍ବାଚନ ଲଢିବେ ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରସାଦ

ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ । ପଞ୍ଚାୟତ ନିର୍ବାଚନ ରେ ଏଥର ଲଢ଼ିବେ ଯୁବ ସମାଜସେବୀ. ଆମେ କହୁଛୁ ଫତେପୁର ପଞ୍ଚାୟତ ପୁଅ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ଙ୍କର କଥା ପେସାରେ ବ୍ୟବସାୟୀ ନିଶା ତାଙ୍କର ସମାଜସେବା । ପଞ୍ଚାୟତ ର ବହୁ ଉର୍ନତି ମୂଳକ

କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ ଜୋରଦାର ,ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ହଜାର ୬ ସହ ଭୋଟର

ମେଟ୍ରୋ ଟିଭି ଓଡିଶା,୪/୨ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ପଞ୍ଚାୟତରେ ୧୭ଟି ୱାର୍ଡ ଓ ୪,୬୦୦ ଭୋଟର ମାନେ ନିର୍ଦ୍ଧାରଣ କରିବେ ୩ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ଭାଗ୍ୟ କାହାକୁ ବାଛିବେ ସରପଞ୍ଚ ,କାହା ମୁଣ୍ଡରେ ପିନ୍ଧାଉଛନ୍ତି ସରପଞ୍ଚ ମୁକୁଟ ଏହାକୁ ନେଇ ମେଟ୍ରୋ ଟିଭି ରେ

ଯୈାତୁକ ପାଇଁ ହତ୍ୟା ଅଭିଯୋଗ

ମେଟ୍ରୋ ଟିଭି ଓଡିଶା,୪/୨ : ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ।ମହିଳାଙ୍କୁ ବାପଘରୁ ଅଧିକ ଯୌତୁକ ଦାବିରେ ହତ୍ୟା କରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରି ସ୍ୱାମୀ ଥାନାରେ ଅଟକ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ

ନୂଆ ରୂପରେ ମୋ ସାଇକେଲ

ମେଟ୍ରୋ ଟିଭି ଓଡିଶା,୫/୨ : ରାସ୍ତାକୁ ପୁଣି ଓହ୍ଲାଇଲା ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ । ପବନ ବେଗରେ ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଚାଲିବ ମୋ ସାଇକେଲ । ଅତି କମ ଖର୍ଚ୍ଚରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପୁଣି ପହଂଚାଇବ ସ୍ମାର୍ଟ ସାଇକେଲ । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ