ଆଉ ହେବନି ବିଜୁଳି କାଟ

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ | ସେଥିପାଇଁ କାମ ଚାଲିଛି । ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍‌ କାମ କେବଳ ସକାଳ ସମୟରେ ହେବ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍‌ କାଟ୍‌ ନକରିବାକୁ କୁହାଯାଇଛି । ବିଗତ

ମା ତାରାତାରିଣୀଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨ ) ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କ ପୀଠରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବର୍ନିମିତ ମନ୍ଦିରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨) ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ବୈଠକ ଅନୁଷ୍ଠିତ ହେବ | ଭର୍ଚୁଆଲ ମାଧ୍ୟମରେ ଅପରାହ୍ଣ ସାଢ଼େ ୫ଟାରେ ବୈଠକ ବସିବା ନେଇ ସୂଚନା ଦିଆଯାଇଛି । ବୈଠକରେ ପ୍ରାୟ ୨୦ଟି

ବିମାନ ଆକ୍ରମଣରେ ୮ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨ ) ୟୁକ୍ରେନ-ରୁଷ୍‌ ମଧ୍ୟରେ ଯୋଦ୍ଧ ଦୁଇ ମାସରୁ ଅଧିକ ଦିନହେବ ଲାଗିରହିଥିବା ବେଳେ ଉତ୍ତର ୟୁକ୍ରେନରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି । ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ଉତ୍ତର ୟୁକ୍ରେନର ଚେର୍ନିହିବ ସ୍ଥିତ ଦେସନା ଗ୍ରାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ ମାଇନିଂ ଆଦର୍ଶ ବିଦ୍ୟାଳୟ

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଓଡ଼ିଶାରେ ପ୍ରତିଷ୍ଠା ହେବ ୫ ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଆକାଡେମୀ | ସୋମବାର ଓଏମସି ର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଲୋକ ସେବା ଭବନର କନଭେନସନ

ମନେପଡନ୍ତି ବିଜୁ ବାବୁ

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଓଡ଼ିଶା ଇତିହାସ ର ସଠିକ୍ ଭାବେ ଗର୍ଭାନୁଶୀଳନ କଲେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ ଯେ ଓଡ଼ିଆ ଜାତି ଯଦି କୌଣସି ଦିବଙ୍ଗତ ଙ୍କ ସ୍ମତି ପ୍ରତି ସର୍ବାନ୍ତକରଣ ରେ ସର୍ବାଧିକ କୃତଜ୍ଞତା ଜ୍ଞାପନ କରିଛି , ସେ ହେଉଛନ୍ତି ସ୍ବର୍ଗତ ବିଜୁ

ଗହମ ରପ୍ତାନି କଟକଣା କୋହଳ କଲା ଭାରତ

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଭାରତ ସରକାର ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛି । ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ପହଞ୍ଚିସାରିଥିବା ଗହମ କନସାଇନମେଣ୍ଟ ଗୁଡ଼ିକୁ ରପ୍ତାନି ଅନୁମତି ଦିଆଯିବ । ଏ ସମ୍ପର୍କରେ ବାଣିଜ୍ୟ

ବର୍ଗର ରୁ ବାହାରିଲା ବେଙ୍ଗ

ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨) ବର୍ତ୍ତମାନ ସମୟରେ ସମସ୍ତେ ହାଇଜିନିକ ଖାଦ୍ୟ ପସନ୍ଦ କରୁଛନ୍ତି | ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ଯାଇ ଅର୍ଡର କଲେ ବର୍ଗର । କିନ୍ତୁ ସେଥିରୁ ବାହାରିଲା ଅପରିଷ୍କାର ଭୟଙ୍କର ଜିନିଷ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏଭଳି ଘଟଣା ସାମ୍ନାକୁ

ଏପଟେ ଗରମ ସେପଟେ ବର୍ଷା

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି ।