ଚାଇନା ଫୋନ ଉପରୁ କଟକଣା ହଟିଲା

ଚୀନରେ ପ୍ରସ୍ତୁତ ୧୨,୦୦୦ ତଳକୁ ଫୋନ୍ କିଣିବା ଉପରେ ଭାରତ ଯେଉଁ ଯେଉଁ କଟକଣା ଲଗାଇଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି । ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଭାରତରୁ ରପ୍ତାନି ବଢ଼ାଇବା ପାଇଁ ସରକାର ଚାଇନିଜ୍‌ ମୋବାଇଲ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ

ବିବାଦୀୟ ଟ୍ୱିଟକୁ ନେଇ ଅଭିନେତା କେଆରକେ ଗିରଫ

ମୁମ୍ବାଇର ମଲାଦ ପୋଲିସ ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଟିକ୍ କମାଲ ଆର ଖାନ (କେଆରକେ)ଙ୍କୁ ଗିରଫ କରିଛି। ୨୦୨୦ ରେ କରାଯାଇଥିବା ଏକ ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ମୁମ୍ବାଇ ପୋଲିସ ଦଳ ତାଙ୍କୁ ଗିରଫ କରିଛି। ତାଙ୍କୁ

ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରି ଆସୁଛି ବିଜେପି । ଆଉ ଏସବୁ ଭିତରେ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଅରବିନ୍ଦ କେଜ୍ରିୱାଲ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାକୁ ନେଇ ଆପ୍ ସରକାରକୁ ଘେରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ

ପରୀକ୍ଷା ପୂର୍ବରୁ ଓଟିଇଟି ଉତ୍ତର ଜେରକ୍ସ ପେପର ବାହାରେ ଭାଇରଲ୍

ସାରା ରାଜ୍ୟରେ ଆଜି ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହେଉଛି। ଯାହା ଶୁଣା ଯାଉଛି ଏହି ଓଟିଇଟି ପରୀକ୍ଷା ପାଇଁ ଶିକ୍ଷକମାନେ ୫ ହଜାର ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି।

ରାଜନୀତି ପାଇଁ ରାହୁଲ୍‌ ଗାନ୍ଧୀଙ୍କର ସ୍ବଭାବଗତ ଦକ୍ଷତା ନାହିଁ

ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି |ସେ କହିଛନ୍ତି, ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ

ପାକିସ୍ତାନରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ପାକିସ୍ତାନର ଲାହୋର ଓ ପଞ୍ଜାବ ସମେତ ଅନେକ ସ୍ଥାନରେ ହନ୍ତସନ୍ତ କଲାଣି ବନ୍ୟା ବିତ୍ପାତ। ବନ୍ୟା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବଜାରକୁ ଫଳ ଓ ପନିପରିବା ଆଦି ଠିକ ଭାବରେ ଯୋଗାଣ ହୋଇପାରୁନଥିବାରୁ ଆକାଶଛୁଆଁ ହୋଇଛି ପରିବା ଦଳ। ବିଶେେସୂତ୍ରରୁ ମିଳିଥିବା ଖବର

ସିରିଏଲ୍ ଦେଖିବାକୁ ଭାରତବାସୀଙ୍କୁ ନିବେଦନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଏକ ସିରିଏଲ ଦେଖିବା ପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି। ଏହି ସିରିଏଲର ହେଉଛି ସ୍ୱରାଜ: ଭାରତ କେ ସ୍ୱତନ୍ତ୍ର ସଂଗ୍ରାମ କୀ ସମଗ୍ର ଗାଥା। ନିକଟରେ ଏହି ସିରିଏଲ ଦୂରଦର୍ଶନରେ ଲଞ୍ଚ ହୋଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀରମାନେ

ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା ମୃତ୍ୟୁ ଘଟଣା

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଆଦର୍ଶ ଥାନା ମହିଳା ଏସ୍‌ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଗତ ଶନିବାର କ୍ୱାର୍ଟର୍ସରୁ ଠାବ ହୋଇଥିଲା । ସ୍ୱାଗତିକାଙ୍କୁ ଥାନା ଅଧିକାରୀ ରେବତୀ ଶବର ମାନସିକ ଚାପ, ଅସହ୍ୟ ଅତ୍ୟାଚାର କରିଥିବା ତାଙ୍କ ମାଆ ଉଷାରାଣୀ ବେହେରା ଅଭିଯୋଗ କରିଛନ୍ତି ।

ପାକିସ୍ତାନକୁ ହରାଇଲା ଭାରତ

ଏସିଆ କପ ମ୍ୟାଚରେ ପାକିସ୍ତାନକୁ 5 ଉଇକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ୧୪୮ ରନ୍ ଟାର୍ଗେଟକୁ ହାସଲ କରିଛି ରୋହିତ ବାହିନୀ । https://twitter.com/BCCI/status/1563963512526802944 ଭାରତ ୫ ଓ୍ବିକେଟ୍‌ରେ ପାକିସ୍ତାନକୁ ହରାଇଛି । ପାକିସ୍ତାନ ବିପକ୍ଷରେ ଶେଷ

ବିସ୍ଫୋରକ ବ୍ୟବହାର କରି ମାତ୍ର ୯ ସେକେଣ୍ଡରେ ଧ୍ୱଂସ ହେଲା ନୋଏଡାର ଟ୍ୱିନ୍ ଟାୱାର

ମାତ୍ର ୯ସେକେଣ୍ଡରେ ଧ୍ୱଂସ ହେଲା ଦିଲ୍ଲୀ ନୋଏଡାର ଟ୍ୱିନ ଟାୱାର । ନୋଏଡାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯାଇଛି । ଆଜି ଅରାହ୍ନ ୨ଟା ୩୦ରେ ଏହି ଟୁଇନ ଟାୱାର ଭଙ୍ଗାଯାଇଛି ।