ଦିଦିଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ବିଭିନ୍ନ ରାଜ୍ୟରେ ଅଣ ବିଜେପି ନେତାଙ୍କ ଘରେ ସିବିଆଇ, ଇଡିର ଚଢାଉ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଥିବା କଂଗ୍ରେସ ଏବଂ ବିରୋଧୀଦଳମାନେ ଅଭିଯୋଗ କରୁଥିବା ବେଳେ ଭିନ୍ନ ବୟାନ ନେଇଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରୋକ୍ଷରେ ମୋଦୀଙ୍କୁ ପ୍ରଶଂସା କରି ମମତା

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍‌ ମାମଲା

ପଞ୍ଜାବର ମୋହାଲିସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଛାତ୍ରୀମାନଙ୍କର ଅଶ୍ଳୀଳ ଭିଡିଓ ଲିକ୍‌କୁ ନେଇ ବିବାଦ ଜାରି ରହିଛି । ଏହି ଷଡ଼ଯନ୍ତ୍ର ପଛରେ ବିଦେଶରେ ଥିବା କିଛି ଲୋକଙ୍କ ହାତ ଥିବା କୁହାଯାଉଛି । ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ କାନାଡା ନମ୍ବରରୁ

ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ତେଜୁଛି

ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ତେଜୁଛି । ୧୦ ଦିନ ମଧ୍ୟରେ ରତ୍ନଭଣ୍ଡାର ନଖୋଲିଲେ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିବେ ଆବେଦନକାରୀ ଅଭିଷେକ ଦାସ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି । ପୂର୍ବରୁ ଅଭିଷେକ ଦାସ ପିଟିସନର ଭାବେ ହାଇକୋର୍ଟରେ

ପୁଣି କୋଟିଆରେ ଓଡ଼ିଶାର ବାଟ ଓଗାଳିଲା ଆନ୍ଧ୍ର

ପୁଣି କୋଟିଆରେ ଓଡ଼ିଶାର ବାଟ ଓଗାଳିଲା ଆନ୍ଧ୍ର । କୋଟିଆରେ ହେବାକୁ ଥିବା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ କ୍ଷେତ୍ର ପରିଦର୍ଶନ ବେଳେ ଓଡ଼ିଶା ଟିମକୁ ଅଟକାଇଲେ ଆନ୍ଧ୍ରପ୍ରଦେଶ ସାଲୁରର ସିଆଇ । ଗତକାଲି ଘଟିଛି ଏହି ଘଟଣା । କୋଟିଆର ଯେଉଁ ସ୍ଥାନରେ ଆନ୍ଧ୍ର ୧୨୦୦ ମେଗାଓ୍ୱାଟର ଜଳ ବିଦ୍ୟୁତ

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଧାମନଗର ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି। ବିଷ୍ଣୁ ସେଠୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏମସରୁ ତାଙ୍କ ପାର୍ଥିବ ଶରୀରକୁ ବିଜେପି

ଭଙ୍ଗା ହେବ ଡ୍ରଗ୍ସ ମାଫିଆ ଲେଡି ଡନ୍‌ ରଞ୍ଜୁର ଘର

ଭଙ୍ଗା ହେବ ଲେଡି ଡନ୍‌ ରଞ୍ଜୁର ଘର । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଖାଲି ଇସାରାକୁ ଅପେକ୍ଷା । ଘର ଭାଙ୍ଗିବ କମିଶନରେଟ୍‌ ପୋଲିସ । ଜୋନ୍‌ ୧ ଓ ଜୋନ୍‌ ୪ରେ ଥିବା ଡ୍ରଗ୍ସ ମାଫିଆଙ୍କ ଘର ଭଙ୍ଗାଯିବ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ,

୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମ ଦିନ । ଜନ୍ମଦିନ ଅବସରରେ ମୋଦିଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳିଛି । https://twitter.com/ani_digital/status/1571071192026746882?s=20&t=Vlz2Ssm6tTvf5GbOFOY6Nw ପ୍ରଥମ ଥର ସଂସଦ ସଦସ୍ୟ ହୋଇ

ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ ପୁଣି ଚର୍ଚାରେ

ପୁରୀ: ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗକୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଛି । ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରୀ ଏନ୍.କେ ମହାନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ଯାଇ

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ଭାବେ ପୂଜା ପାଉଛନ୍ତି । ହିନ୍ଦୁ ଧର୍ମ ଅନୁସାରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ

ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ କଲା କୋଲକତା ପୁଲିସ

କୋଲକତା: ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ କରିଛି କୋଲକତା ପୋଲିସ । ସରକାରଙ୍କ ଇଙ୍ଗିତରେ ପୋଲିସ ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର କରୁଥିବା ବିଜେପି ଅଭିଯୋଗ କରିଛି । ପୂର୍ବରୁ ଅଭିଷେକ ବାନାର୍ଜୀ କହିଥିଲେ ସେ ପୋଲିସ ହୋଇଥିଲେ ବିଜେପି କର୍ମୀଙ୍କୁ ଗୁଳି ମାରିଦେଇଥାନ୍ତେ